ବିଧାନସଭା ଆରମ୍ଭରୁ ହଙ୍ଗାମା, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

The Sakala Picture
Published On

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ହଙ୍ଗାମା, ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି। ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କଲେ ବିଜେପି ଓ କଂଗ୍ରେସ ସଦସ୍ୟ। ପ୍ରଶ୍ନକାଳ ବାତିଲ କରି ମହାନଦୀ ସମ୍ପର୍କରେ ଆଲୋଚନା ଦାବି କଲେ କଂଗ୍ରେସ ଓ ବିଜେପି। ବିରୋଧୀ ସଦସ୍ୟଙ୍କ ଏଭଳି ପ୍ରତିବାଦକୁ ବିରୋଧ କରିଥିଲା ବିଜେଡି। ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି କହିଛି ବିଜେଡି। ଦୁଇ ଦଳ ମିଶି ଗୃହକୁ ଚଳାଇ ଦେଉନାହାନ୍ତି। ସେପଟେ ବାଚସ୍ପତି ସଦସ୍ୟଙ୍କୁ […]

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ହଙ୍ଗାମା, ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି। ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କଲେ ବିଜେପି ଓ କଂଗ୍ରେସ ସଦସ୍ୟ। ପ୍ରଶ୍ନକାଳ ବାତିଲ କରି ମହାନଦୀ ସମ୍ପର୍କରେ ଆଲୋଚନା ଦାବି କଲେ କଂଗ୍ରେସ ଓ ବିଜେପି। ବିରୋଧୀ ସଦସ୍ୟଙ୍କ ଏଭଳି ପ୍ରତିବାଦକୁ ବିରୋଧ କରିଥିଲା ବିଜେଡି। ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି କହିଛି ବିଜେଡି। ଦୁଇ ଦଳ ମିଶି ଗୃହକୁ ଚଳାଇ ଦେଉନାହାନ୍ତି। ସେପଟେ ବାଚସ୍ପତି ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ବି ନିଜ ଆସନକୁ ଯାଇନଥିଲେ। ଫଳରେ ଗୃହକୁ ମୁଲତବି କରିଥିଲେ ବାଚସ୍ପତି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

23 Mar 2023 By The Sakala

ବିଧାନସଭା ଆରମ୍ଭରୁ ହଙ୍ଗାମା, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ହଙ୍ଗାମା, ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି। ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କଲେ ବିଜେପି ଓ କଂଗ୍ରେସ ସଦସ୍ୟ। ପ୍ରଶ୍ନକାଳ ବାତିଲ କରି ମହାନଦୀ ସମ୍ପର୍କରେ ଆଲୋଚନା ଦାବି କଲେ କଂଗ୍ରେସ ଓ ବିଜେପି। ବିରୋଧୀ ସଦସ୍ୟଙ୍କ ଏଭଳି ପ୍ରତିବାଦକୁ ବିରୋଧ କରିଥିଲା ବିଜେଡି। ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି କହିଛି ବିଜେଡି। ଦୁଇ ଦଳ ମିଶି ଗୃହକୁ ଚଳାଇ ଦେଉନାହାନ୍ତି। ସେପଟେ ବାଚସ୍ପତି ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ବି ନିଜ ଆସନକୁ ଯାଇନଥିଲେ। ଫଳରେ ଗୃହକୁ ମୁଲତବି କରିଥିଲେ ବାଚସ୍ପତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର