ମୌସୁମୀ ଅଧିବେଶନର ତୃତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି

The Sakala Picture
Published On

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାରସ୍ପତି ଗୃହକାର୍ଯ୍ୟ ୧୨ଟା ଯାଏ ମୁଲତବି ରଖିଥିଲେ। ଏଥିସହ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକାଇଥିଲେ ବାଚସ୍ପତି। ହେଲେ ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟକୁ ୪ଟା ଯାଏ ମୁଲତବି ରଖାଯାଇଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଅତି ଦୁର୍ଭାଗ୍ୟଜନକ କଥା ଯେ ଆଜି […]

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାରସ୍ପତି ଗୃହକାର୍ଯ୍ୟ ୧୨ଟା ଯାଏ ମୁଲତବି ରଖିଥିଲେ। ଏଥିସହ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକାଇଥିଲେ ବାଚସ୍ପତି। ହେଲେ ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟକୁ ୪ଟା ଯାଏ ମୁଲତବି ରଖାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଅତି ଦୁର୍ଭାଗ୍ୟଜନକ କଥା ଯେ ଆଜି ବି ଗୃହ ଚଳାଇ ଦେଲେନି ବିଜେପି। ଗୃହ ପରିଚାଳନରେ ବିରୋଧୀ ଦଳ ଭାବେ ସେମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନଉତ୍ତର କାଳ। ହେଲେ ସେମାନେ ଚଳାଇ ଦେଲେନି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ,  ବିଧାନସଭା ଲୋକଙ୍କ ଟିକସରେ ଚାଲେ । ଆମେ ଆଲୋଚନା ଚାହୁଁଛୁ । ହେଲେ ବିଜେପି ବନ୍ଦ କରି କଣ୍ଠରୋଧ କରୁଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସମାନ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ଯେ, ଗୃହକୁ BJP ଚଳାଇ ଦେଉନାହିଁ । ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛି। କେବଳ ଡ୍ରାମା କରୁଛି ବିଜେପି। ଜାଣିଶୁଣି ଗୃହକୁ ଚଳାଇଦେଉନାହିଁ । ପ୍ରଶ୍ନକାଳ ହେଉଛି ବିଧାନସଭାର ଗୁରୁତ୍ବ ପୂର୍ଣ୍ଣ ସମୟ। ତେଣୁ ଏହାକୁ ବନ୍ଦ ନକରାଯାଉ ବୋଲି ସେ ସବୁ ଦଳକୁ ଅନୁରୋଧ କରିଛନ୍ତି।

26 Sep 2023 By The Sakala

ମୌସୁମୀ ଅଧିବେଶନର ତୃତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାରସ୍ପତି ଗୃହକାର୍ଯ୍ୟ ୧୨ଟା ଯାଏ ମୁଲତବି ରଖିଥିଲେ। ଏଥିସହ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକାଇଥିଲେ ବାଚସ୍ପତି। ହେଲେ ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟକୁ ୪ଟା ଯାଏ ମୁଲତବି ରଖାଯାଇଛି।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଅତି ଦୁର୍ଭାଗ୍ୟଜନକ କଥା ଯେ ଆଜି ବି ଗୃହ ଚଳାଇ ଦେଲେନି ବିଜେପି। ଗୃହ ପରିଚାଳନରେ ବିରୋଧୀ ଦଳ ଭାବେ ସେମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନଉତ୍ତର କାଳ। ହେଲେ ସେମାନେ ଚଳାଇ ଦେଲେନି।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ,  ବିଧାନସଭା ଲୋକଙ୍କ ଟିକସରେ ଚାଲେ । ଆମେ ଆଲୋଚନା ଚାହୁଁଛୁ । ହେଲେ ବିଜେପି ବନ୍ଦ କରି କଣ୍ଠରୋଧ କରୁଛି।

ସମାନ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ଯେ, ଗୃହକୁ BJP ଚଳାଇ ଦେଉନାହିଁ । ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛି। କେବଳ ଡ୍ରାମା କରୁଛି ବିଜେପି। ଜାଣିଶୁଣି ଗୃହକୁ ଚଳାଇଦେଉନାହିଁ । ପ୍ରଶ୍ନକାଳ ହେଉଛି ବିଧାନସଭାର ଗୁରୁତ୍ବ ପୂର୍ଣ୍ଣ ସମୟ। ତେଣୁ ଏହାକୁ ବନ୍ଦ ନକରାଯାଉ ବୋଲି ସେ ସବୁ ଦଳକୁ ଅନୁରୋଧ କରିଛନ୍ତି।

https://www.thesakala.in/latest-odisha-news/assembly-adjourned-till-4-o-clock/article-25791
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର