ମହିଳା ସଶକ୍ତିକରଣରେ ବିଜେଡ଼ିର ରହିଛି ପ୍ରମୁଖ ଭୂମିକା- ସୁଲତା ଦେଓ

The Sakala Picture
Published On

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେଡ଼ି ଆଜି ସାମ୍ବାଦିକ ସମ୍ମିଳନୀ କରିଛି। ମହିଳା ସଶକ୍ତିକରଣରେ ବିଜେଡ଼ିର ପ୍ରମୁଖ ଭୂମିକା ରହିଛି। ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ୭୦ ପ୍ରତିଶତ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ନେଇ କହିଲେ ବିଜେଡ଼ି ମୁଖପାତ୍ରା ସୁଲତା ଦେଓ । ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ବିଜେଡି। ବିକାଶରେ ବିଶ୍ୱାସ କରନ୍ତି […]

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେଡ଼ି ଆଜି ସାମ୍ବାଦିକ ସମ୍ମିଳନୀ କରିଛି। ମହିଳା ସଶକ୍ତିକରଣରେ ବିଜେଡ଼ିର ପ୍ରମୁଖ ଭୂମିକା ରହିଛି। ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ୭୦ ପ୍ରତିଶତ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ନେଇ କହିଲେ ବିଜେଡ଼ି ମୁଖପାତ୍ରା ସୁଲତା ଦେଓ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ବିଜେଡି। ବିକାଶରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ୩୦ଟି ଜିଲ୍ଲା ପରିଷଦ ଆଗରୁ କୌଣସି ଦଳ ପାଇନଥିଲା । ବିଜେଡି ଭାରତ ବର୍ଷରେ ଏପରି ଏକ ଉଦାହରଣ ସୃଷ୍ଟି କରିଛି। ଜାତୀୟ ସ୍ତରରେ ଗୋଟିଏ ଆଞ୍ଚଳିକ ଦଳକୁ ନେଇ ଚର୍ଚ୍ଚା ଲାଗିଛି । ରାଜ୍ୟରେ ୮୦ ପ୍ରତିଶତ ନିର୍ବାଚିତ ପ୍ରତିନିଧି ବିଜେଡି ପାଇଛି। ଏଥିରେ ମହିଳା, ଯୁବକ, ଶିକ୍ଷିତ ବର୍ଗର ଲୋକେ ରହିଛନ୍ତି । ଆଉ ୩୦ ଜିଲ୍ଲା ପରିଷଦ ଆସନରୁ ୨୧ଟି ଆସନ ମହିଳାଙ୍କୁ ମିଳିଛି । ଯାହା କି ୭୦ ପ୍ରତିଶତ । ପଞ୍ଚାୟତ ନିର୍ବାଚନରେ ମହିଳା ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ୭୦ ପ୍ରତିଶତ ଦେଇଛି। ଯାହା ଆଜି ଏକ ଇତିହାସ ସୃଷ୍ଟି କରିଛି । ୧୮ ଟି ଅଣ ସଂରକ୍ଷିତ ଆସନ ମଧ୍ୟରୁ ୧୨ଟି ଆସନ ଆମେ ପଛୁଆ ବର୍ଗ ର ଲୋକମାନଙ୍କ ପାଇଁ ରଖିଛୁ । ଯାହା ୬୮ ପ୍ରତିଶତ । ମହିଳା ସଶକ୍ତିକରଣର ପ୍ରମୁଖ ଉଦାହରଣ । ଏଥିରୁ ଜଣାପଡୁଛି ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କିଭଳି ପ୍ରତିବଦ୍ଧତା ରହିଛି । ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ମୁଖପାତ୍ରା ସୁଲତା ଦେଓ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

14 Mar 2022 By The Sakala

ମହିଳା ସଶକ୍ତିକରଣରେ ବିଜେଡ଼ିର ରହିଛି ପ୍ରମୁଖ ଭୂମିକା- ସୁଲତା ଦେଓ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେଡ଼ି ଆଜି ସାମ୍ବାଦିକ ସମ୍ମିଳନୀ କରିଛି। ମହିଳା ସଶକ୍ତିକରଣରେ ବିଜେଡ଼ିର ପ୍ରମୁଖ ଭୂମିକା ରହିଛି। ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ୭୦ ପ୍ରତିଶତ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ନେଇ କହିଲେ ବିଜେଡ଼ି ମୁଖପାତ୍ରା ସୁଲତା ଦେଓ ।

ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ବିଜେଡି। ବିକାଶରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ୩୦ଟି ଜିଲ୍ଲା ପରିଷଦ ଆଗରୁ କୌଣସି ଦଳ ପାଇନଥିଲା । ବିଜେଡି ଭାରତ ବର୍ଷରେ ଏପରି ଏକ ଉଦାହରଣ ସୃଷ୍ଟି କରିଛି। ଜାତୀୟ ସ୍ତରରେ ଗୋଟିଏ ଆଞ୍ଚଳିକ ଦଳକୁ ନେଇ ଚର୍ଚ୍ଚା ଲାଗିଛି । ରାଜ୍ୟରେ ୮୦ ପ୍ରତିଶତ ନିର୍ବାଚିତ ପ୍ରତିନିଧି ବିଜେଡି ପାଇଛି। ଏଥିରେ ମହିଳା, ଯୁବକ, ଶିକ୍ଷିତ ବର୍ଗର ଲୋକେ ରହିଛନ୍ତି । ଆଉ ୩୦ ଜିଲ୍ଲା ପରିଷଦ ଆସନରୁ ୨୧ଟି ଆସନ ମହିଳାଙ୍କୁ ମିଳିଛି । ଯାହା କି ୭୦ ପ୍ରତିଶତ । ପଞ୍ଚାୟତ ନିର୍ବାଚନରେ ମହିଳା ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ୭୦ ପ୍ରତିଶତ ଦେଇଛି। ଯାହା ଆଜି ଏକ ଇତିହାସ ସୃଷ୍ଟି କରିଛି । ୧୮ ଟି ଅଣ ସଂରକ୍ଷିତ ଆସନ ମଧ୍ୟରୁ ୧୨ଟି ଆସନ ଆମେ ପଛୁଆ ବର୍ଗ ର ଲୋକମାନଙ୍କ ପାଇଁ ରଖିଛୁ । ଯାହା ୬୮ ପ୍ରତିଶତ । ମହିଳା ସଶକ୍ତିକରଣର ପ୍ରମୁଖ ଉଦାହରଣ । ଏଥିରୁ ଜଣାପଡୁଛି ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କିଭଳି ପ୍ରତିବଦ୍ଧତା ରହିଛି । ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ମୁଖପାତ୍ରା ସୁଲତା ଦେଓ।

https://www.thesakala.in/latest-odisha-news/bjd-press-conference-after-historic-victory-in-panchayat-elections/article-9957
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର