ନନ୍ଦନକାନନରୁ ଆସିଲା ଦୁଃଖଦ ଖବର: ଆଖି ବୁଜିଲା ନାଲି ମହାବାଳ ଶାବକ

The Sakala Picture
Published On

ଭୁବନେଶ୍ବର: ନନ୍ଦନକାନନରୁ ଆସିଲା ଦୁଃଖଦ ଘଟଣା । ୧୦ ମାସର ନାଲି ମହାବଳ ଶାବକର ମୁତ୍ୟୁ ଘଟିଥଛି । ଧଳା ବାଘୁଣୀ ବିଜୟାର ୧୦ ମାସର ଅଣ୍ଡିରା ଶାବକ ବଂଶୀର ମୃତ୍ୟୁ ଘଟିଛି। ୧୦ ଦିନ ହେଲା ବାଘ ସଫାରୀରେ ମାଆ ସହିତ ତିନି ଶାବକଙ୍କୁ ଛଡାଯାଇଥିଲା । ଗତ ୩ ଦିନ ହେଲା ମାଆ ସହିତ ଦୁଇ ଶାବକ ଦେଖିବାକୁ ମିଳୁ ନ ଥିଲା। ଆଜି ଶାବକଟିର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । […]

ଭୁବନେଶ୍ବର: ନନ୍ଦନକାନନରୁ ଆସିଲା ଦୁଃଖଦ ଘଟଣା । ୧୦ ମାସର ନାଲି ମହାବଳ ଶାବକର ମୁତ୍ୟୁ ଘଟିଥଛି । ଧଳା ବାଘୁଣୀ ବିଜୟାର ୧୦ ମାସର ଅଣ୍ଡିରା ଶାବକ ବଂଶୀର ମୃତ୍ୟୁ ଘଟିଛି। ୧୦ ଦିନ ହେଲା ବାଘ ସଫାରୀରେ ମାଆ ସହିତ ତିନି ଶାବକଙ୍କୁ ଛଡାଯାଇଥିଲା । ଗତ ୩ ଦିନ ହେଲା ମାଆ ସହିତ ଦୁଇ ଶାବକ ଦେଖିବାକୁ ମିଳୁ ନ ଥିଲା। ଆଜି ଶାବକଟିର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି କର୍ତ୍ତୃପକ୍ଷ । ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ଖସି ଆସିଛି। ଗତବର୍ଷ ମାର୍ଚ୍ଚରେ ଧଳା ବାଘୁଣୀ ବିଜୟା ସହିତ ସେଫ୍ ମିଳନରୁ ତିନୋଟି ଛୁଆ ଜନ୍ମ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ହେରାପଞ୍ଚମୀ: ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

02 Feb 2022 By The Sakala

ନନ୍ଦନକାନନରୁ ଆସିଲା ଦୁଃଖଦ ଖବର: ଆଖି ବୁଜିଲା ନାଲି ମହାବାଳ ଶାବକ

ଭୁବନେଶ୍ବର: ନନ୍ଦନକାନନରୁ ଆସିଲା ଦୁଃଖଦ ଘଟଣା । ୧୦ ମାସର ନାଲି ମହାବଳ ଶାବକର ମୁତ୍ୟୁ ଘଟିଥଛି । ଧଳା ବାଘୁଣୀ ବିଜୟାର ୧୦ ମାସର ଅଣ୍ଡିରା ଶାବକ ବଂଶୀର ମୃତ୍ୟୁ ଘଟିଛି। ୧୦ ଦିନ ହେଲା ବାଘ ସଫାରୀରେ ମାଆ ସହିତ ତିନି ଶାବକଙ୍କୁ ଛଡାଯାଇଥିଲା । ଗତ ୩ ଦିନ ହେଲା ମାଆ ସହିତ ଦୁଇ ଶାବକ ଦେଖିବାକୁ ମିଳୁ ନ ଥିଲା। ଆଜି ଶାବକଟିର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି କର୍ତ୍ତୃପକ୍ଷ । ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ଖସି ଆସିଛି। ଗତବର୍ଷ ମାର୍ଚ୍ଚରେ ଧଳା ବାଘୁଣୀ ବିଜୟା ସହିତ ସେଫ୍ ମିଳନରୁ ତିନୋଟି ଛୁଆ ଜନ୍ମ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର