ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି ସାବଧାନ ! ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ…

The Sakala Picture
Published On

ଭୁବନେଶ୍ବର: ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି ସାବଧାନ। ବିପଦ ଶଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ସ୍କୁଲ ବସ୍। ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍। ଏଭଳି ସାଂଘାତିକ ତଥ୍ୟ ବିଧାନସଭାରୁ ଆସିଛି। ସୂଚନା ଅନୁଯାୟୀ, ବିନା ଫିଟନେସରେ ଭୁବନେଶ୍ୱରରେ ଗଡୁଛି ୪୬୦ଟି ସ୍କୁଲ ବସ୍। ସର୍ବମୋଟ ଭୁବନେଶ୍ୱରରେ ପଞ୍ଜିକୃତ ହୋଇଛି ୧୪୮୪ ସ୍କୁଲ ବସ୍। ସେଥି ମଧ୍ୟରୁ ୪୬୦ଟି ବସର ଫିଟନେସ ନାହିଁ। ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା […]

ଭୁବନେଶ୍ବର: ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି ସାବଧାନ। ବିପଦ ଶଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ସ୍କୁଲ ବସ୍। ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍। ଏଭଳି ସାଂଘାତିକ ତଥ୍ୟ ବିଧାନସଭାରୁ ଆସିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ବିନା ଫିଟନେସରେ ଭୁବନେଶ୍ୱରରେ ଗଡୁଛି ୪୬୦ଟି ସ୍କୁଲ ବସ୍। ସର୍ବମୋଟ ଭୁବନେଶ୍ୱରରେ ପଞ୍ଜିକୃତ ହୋଇଛି ୧୪୮୪ ସ୍କୁଲ ବସ୍। ସେଥି ମଧ୍ୟରୁ ୪୬୦ଟି ବସର ଫିଟନେସ ନାହିଁ। ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

 

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର