ପାଟଣା ବୈତରଣୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

The Sakala Picture
Published On

କେନ୍ଦୁଝର: ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଏହିକ୍ରମରେ ସେ କେନ୍ଦୁଝର ଠାରେ ପହଞ୍ଚି ପାଟଣା ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସକାଳେ ବିମାନ ଯୋଗେ ଆସି ରାଇସୁଆଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା। ପରେ କାର ଯୋଗେ ପାଟଣା ଯାଇ ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଥିଲେ। ଏଥିସହ ପାଟଣାରେ […]

କେନ୍ଦୁଝର: ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଏହିକ୍ରମରେ ସେ କେନ୍ଦୁଝର ଠାରେ ପହଞ୍ଚି ପାଟଣା ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସକାଳେ ବିମାନ ଯୋଗେ ଆସି ରାଇସୁଆଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା। ପରେ କାର ଯୋଗେ ପାଟଣା ଯାଇ ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଥିଲେ। ଏଥିସହ ପାଟଣାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

14 Jan 2025 By The Sakala

ପାଟଣା ବୈତରଣୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର: ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଏହିକ୍ରମରେ ସେ କେନ୍ଦୁଝର ଠାରେ ପହଞ୍ଚି ପାଟଣା ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସକାଳେ ବିମାନ ଯୋଗେ ଆସି ରାଇସୁଆଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା। ପରେ କାର ଯୋଗେ ପାଟଣା ଯାଇ ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଥିଲେ। ଏଥିସହ ପାଟଣାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

https://www.thesakala.in/latest-odisha-news/cm-mohan-majhi-makar-buda-in-kendujhar-patna-baitarani-ghat/article-37953
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର