ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

The Sakala Picture
Published On

ଝାରସୁଗୁଡା: ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତ୍ତି ଥିବା ମହିଳାଙ୍କ ଶବ ଉଦ୍ଧାର । ଝାରସୁଗୁଡା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡିର ୱାଗନରୁ ଅଖା ବସ୍ତାରେ ଭର୍ତିଥିବା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଝାରସୁଗୁଡା ଜିଲ୍ଲା ପୋଲିସ, ରେଳବାଇ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଛତିଶଗଡ଼ ଅଗଲତାରାରୁ କୋଇଲା ନେବା […]

ଝାରସୁଗୁଡା: ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତ୍ତି ଥିବା ମହିଳାଙ୍କ ଶବ ଉଦ୍ଧାର । ଝାରସୁଗୁଡା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡିର ୱାଗନରୁ ଅଖା ବସ୍ତାରେ ଭର୍ତିଥିବା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଝାରସୁଗୁଡା ଜିଲ୍ଲା ପୋଲିସ, ରେଳବାଇ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଛତିଶଗଡ଼ ଅଗଲତାରାରୁ କୋଇଲା ନେବା ପାଇଁ ଝାରସୁଗୁଡା MCL ଲଖନପୁର ଖଣି କ୍ଷେତ୍ରର ବିଓସିଏମ ସାଇଡିଂ ନମ୍ବର ୩କୁ ଏହି ରେଳ ଗାଡିଟି ଆସିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

25 Oct 2024 By The Sakala

ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଝାରସୁଗୁଡା: ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତ୍ତି ଥିବା ମହିଳାଙ୍କ ଶବ ଉଦ୍ଧାର । ଝାରସୁଗୁଡା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡିର ୱାଗନରୁ ଅଖା ବସ୍ତାରେ ଭର୍ତିଥିବା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଝାରସୁଗୁଡା ଜିଲ୍ଲା ପୋଲିସ, ରେଳବାଇ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଛତିଶଗଡ଼ ଅଗଲତାରାରୁ କୋଇଲା ନେବା ପାଇଁ ଝାରସୁଗୁଡା MCL ଲଖନପୁର ଖଣି କ୍ଷେତ୍ରର ବିଓସିଏମ ସାଇଡିଂ ନମ୍ବର ୩କୁ ଏହି ରେଳ ଗାଡିଟି ଆସିଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର