ଆଜିଠାରୁ ବିଇଡି ବଳକା ସିଟ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ବିଇଡି ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପରେ ବଳକା ଥିବା ସିଟ୍‌‌ରେ ସୋମବାରଠାରୁ ନାମଲେଖା ଆରମ୍ଭ ହେଉଛି। ବଳକା ଥିବା ସିଟ୍‌‌ ପିଛା ୩୦ଜଣ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟାରେ ସାମିଲ ହେବେ। ୱେଟିଙ୍ଗ୍‌‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜରେ ଆବଶ୍ୟକ କାଗଜପତ୍ର ଗୁରୁବାର ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ନଚେତ ସେମାନେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଆବଶ୍ୟକ କାଗଜାତ ଦାଖଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀଙ୍କ ତାଲିକା ୨୩ ତାରିଖରେ […]

ଭୁବନେଶ୍ୱର: ବିଇଡି ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପରେ ବଳକା ଥିବା ସିଟ୍‌‌ରେ ସୋମବାରଠାରୁ ନାମଲେଖା ଆରମ୍ଭ ହେଉଛି। ବଳକା ଥିବା ସିଟ୍‌‌ ପିଛା ୩୦ଜଣ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟାରେ ସାମିଲ ହେବେ। ୱେଟିଙ୍ଗ୍‌‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜରେ ଆବଶ୍ୟକ କାଗଜପତ୍ର ଗୁରୁବାର ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ନଚେତ ସେମାନେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଆବଶ୍ୟକ କାଗଜାତ ଦାଖଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀଙ୍କ ତାଲିକା ୨୩ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀ ୨୫ ରୁ ୨୭ ମଧ୍ୟରେ ନାମଲେଖାଇ ପାରିବେ। ୨୮ ତାରିଖରେ ଚୂଡ଼ାନ୍ତ ନାମଲେଖା ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ସମୁଦାୟ ୯୩,୧୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ବିଜ୍ଞାନ ବିଭାଗରେ ୫୭ ଓ କଳା ବିଭାଗରେ ୪୯ଟି ସିଟ୍‌‌ ବଳକା ରହିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

18 Sep 2023 By The Sakala

ଆଜିଠାରୁ ବିଇଡି ବଳକା ସିଟ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଇଡି ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପରେ ବଳକା ଥିବା ସିଟ୍‌‌ରେ ସୋମବାରଠାରୁ ନାମଲେଖା ଆରମ୍ଭ ହେଉଛି। ବଳକା ଥିବା ସିଟ୍‌‌ ପିଛା ୩୦ଜଣ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟାରେ ସାମିଲ ହେବେ। ୱେଟିଙ୍ଗ୍‌‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜରେ ଆବଶ୍ୟକ କାଗଜପତ୍ର ଗୁରୁବାର ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ନଚେତ ସେମାନେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଆବଶ୍ୟକ କାଗଜାତ ଦାଖଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀଙ୍କ ତାଲିକା ୨୩ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀ ୨୫ ରୁ ୨୭ ମଧ୍ୟରେ ନାମଲେଖାଇ ପାରିବେ। ୨୮ ତାରିଖରେ ଚୂଡ଼ାନ୍ତ ନାମଲେଖା ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ସମୁଦାୟ ୯୩,୧୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ବିଜ୍ଞାନ ବିଭାଗରେ ୫୭ ଓ କଳା ବିଭାଗରେ ୪୯ଟି ସିଟ୍‌‌ ବଳକା ରହିଛି।

https://www.thesakala.in/latest-odisha-news/registration-in-bed-remaining-seats-from-today/article-25536
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର