୨୪ ଘଣ୍ଟା ଭିତରେ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ; ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ୩୦ହଜାର ଲେଖାଏଁ ସହାୟତା

The Sakala Picture
Published On

ଭୁବନେଶ୍ୱର: ଜନସାଧାରଣଙ୍କ ସମସ୍ୟାର ତ୍ୱରିତ୍‌‌ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ମଧ୍ୟ ହେଉଛି। ଏହିକ୍ରମରେ ନିବେଦନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକର ଦୁଇଜଣ ବ୍ୟକ୍ତିଙ୍କୁ ସରକାରୀ ସହାୟତା ମିଳିଛି। ଖବର ଅନୁଯାୟୀ, ଗତ ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗସ୍ତ କରିଥିଲେ। ସେଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣିରେ […]

ଭୁବନେଶ୍ୱର: ଜନସାଧାରଣଙ୍କ ସମସ୍ୟାର ତ୍ୱରିତ୍‌‌ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ମଧ୍ୟ ହେଉଛି। ଏହିକ୍ରମରେ ନିବେଦନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକର ଦୁଇଜଣ ବ୍ୟକ୍ତିଙ୍କୁ ସରକାରୀ ସହାୟତା ମିଳିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ଖବର ଅନୁଯାୟୀ, ଗତ ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗସ୍ତ କରିଥିଲେ। ସେଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣିରେ ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ମୋହିଗୁଡ଼ା ଗ୍ରାମର ସୁଦର୍ଶନ ଲେଙ୍କା ଏବଂ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର ଗ୍ରାମର ବଳରାମ ପ୍ରଧାନ ଦୀର୍ଘଧରି ରୋଗରେ ପୀଡ଼ିତ ରହି ଶଯ୍ୟାଶାୟୀ ହୋଇଥିବା ବେଳେ ‘୫-ଟି’ ସଚିବଙ୍କୁ ଦୁଃଖ ଜଣାଇ ସହାୟତା ପାଇଁ ନିବେଦନ କରିଥିଲେ। ନିବେଦନର ୨୪ଘଣ୍ଟ ମଧ୍ୟରେ ସାନଖେମୁଣ୍ଡି ବିଡିଓ ଏବଂ ତହସିଲଦାର ଉଭୟଙ୍କ ଘରେ ପହଞ୍ଚି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

29 Aug 2023 By The Sakala

୨୪ ଘଣ୍ଟା ଭିତରେ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ; ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ୩୦ହଜାର ଲେଖାଏଁ ସହାୟତା

ଭୁବନେଶ୍ୱର: ଜନସାଧାରଣଙ୍କ ସମସ୍ୟାର ତ୍ୱରିତ୍‌‌ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ମଧ୍ୟ ହେଉଛି। ଏହିକ୍ରମରେ ନିବେଦନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକର ଦୁଇଜଣ ବ୍ୟକ୍ତିଙ୍କୁ ସରକାରୀ ସହାୟତା ମିଳିଛି।

ଖବର ଅନୁଯାୟୀ, ଗତ ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗସ୍ତ କରିଥିଲେ। ସେଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣିରେ ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ମୋହିଗୁଡ଼ା ଗ୍ରାମର ସୁଦର୍ଶନ ଲେଙ୍କା ଏବଂ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର ଗ୍ରାମର ବଳରାମ ପ୍ରଧାନ ଦୀର୍ଘଧରି ରୋଗରେ ପୀଡ଼ିତ ରହି ଶଯ୍ୟାଶାୟୀ ହୋଇଥିବା ବେଳେ ‘୫-ଟି’ ସଚିବଙ୍କୁ ଦୁଃଖ ଜଣାଇ ସହାୟତା ପାଇଁ ନିବେଦନ କରିଥିଲେ। ନିବେଦନର ୨୪ଘଣ୍ଟ ମଧ୍ୟରେ ସାନଖେମୁଣ୍ଡି ବିଡିଓ ଏବଂ ତହସିଲଦାର ଉଭୟଙ୍କ ଘରେ ପହଞ୍ଚି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର