ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ପୋଲିସ ଡିଜି ସୁନିଲ ବଂଶଲଙ୍କ ପ୍ରେସମିଟ୍, କହିଲେ ତଦନ୍ତର ପର୍ଦ୍ଦାଫାଶ ପାଇଁ ଟିକେ ସମୟ ଲାଗିବ

The Sakala Picture
Published On

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୋଲିସ ଡିଜି ସୁନିଲ ବଂଶଲ ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା କହିଛନ୍ତି ଡିଜିପି ସୁନୀଲ ବଂଶଲ । ହତ୍ୟାକାଣ୍ଡର ପ୍ରଥମ ଦିନରୁ ହିଁ ତଦନ୍ତ ଜୋରଦାର ହେଉଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି କି, ନବ ଦାସଙ୍କ ହତ୍ୟା ଘଟଣାରେ କିଛି ତଥ୍ୟ ଆସିଛି, ଆଉ […]

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୋଲିସ ଡିଜି ସୁନିଲ ବଂଶଲ ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା କହିଛନ୍ତି ଡିଜିପି ସୁନୀଲ ବଂଶଲ । ହତ୍ୟାକାଣ୍ଡର ପ୍ରଥମ ଦିନରୁ ହିଁ ତଦନ୍ତ ଜୋରଦାର ହେଉଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି କି, ନବ ଦାସଙ୍କ ହତ୍ୟା ଘଟଣାରେ କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ । ପୂରା ତଥ୍ୟ ଜାଣିବାକୁ ଫରେନ୍ସିକ ଲାବରୋଟାରୀ ସହ ଯୋଗାଯୋଗ କରିଛୁ । ଭଲ ତଦନ୍ତ ପାଇଁ ଯାହା ଟିମ ଆବଶ୍ୟକ ତାହା ଆସିବ । ଫରେନ୍ସିକ ରିପୋର୍ଟ ନ ଆସିବା ଯାଏଁ କିଛି କହିବା ଠିକ୍ ହେବନାହିଁ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ପ୍ରେସମିଟରେ ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ, ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଚାଲିଛି ତଦନ୍ତ। ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କାଗଜ ମିଳିଛି । ଯାହାର ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି। ଅଭିଯୁକ୍ତକୁ ଚାକିରିରୁ ଡିସମିସ୍ କରାଯାଇଛି। ସେହି ସମୟରେ ଦାୟିତ୍ୱରେ ଥିବା ସମସ୍ତଙ୍କୁ ବଦଳି କରାଯାଇଛି। ପିଏସଓଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି । ପରୀକ୍ଷା ପାଇଁ CFSLର ସହାୟତା ନିଆଯାଇଛି। ତଦନ୍ତ ଶେଷ ନହେଲା ଯାଏ କୌଣସି ନିଷ୍ପତ୍ତିରେ ପହଞ୍ଚି ହେବନି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

03 Feb 2023 By The Sakala

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ପୋଲିସ ଡିଜି ସୁନିଲ ବଂଶଲଙ୍କ ପ୍ରେସମିଟ୍, କହିଲେ ତଦନ୍ତର ପର୍ଦ୍ଦାଫାଶ ପାଇଁ ଟିକେ ସମୟ ଲାଗିବ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୋଲିସ ଡିଜି ସୁନିଲ ବଂଶଲ ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା କହିଛନ୍ତି ଡିଜିପି ସୁନୀଲ ବଂଶଲ । ହତ୍ୟାକାଣ୍ଡର ପ୍ରଥମ ଦିନରୁ ହିଁ ତଦନ୍ତ ଜୋରଦାର ହେଉଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି କି, ନବ ଦାସଙ୍କ ହତ୍ୟା ଘଟଣାରେ କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ । ପୂରା ତଥ୍ୟ ଜାଣିବାକୁ ଫରେନ୍ସିକ ଲାବରୋଟାରୀ ସହ ଯୋଗାଯୋଗ କରିଛୁ । ଭଲ ତଦନ୍ତ ପାଇଁ ଯାହା ଟିମ ଆବଶ୍ୟକ ତାହା ଆସିବ । ଫରେନ୍ସିକ ରିପୋର୍ଟ ନ ଆସିବା ଯାଏଁ କିଛି କହିବା ଠିକ୍ ହେବନାହିଁ ।

ପ୍ରେସମିଟରେ ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ, ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଚାଲିଛି ତଦନ୍ତ। ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କାଗଜ ମିଳିଛି । ଯାହାର ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି। ଅଭିଯୁକ୍ତକୁ ଚାକିରିରୁ ଡିସମିସ୍ କରାଯାଇଛି। ସେହି ସମୟରେ ଦାୟିତ୍ୱରେ ଥିବା ସମସ୍ତଙ୍କୁ ବଦଳି କରାଯାଇଛି। ପିଏସଓଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି । ପରୀକ୍ଷା ପାଇଁ CFSLର ସହାୟତା ନିଆଯାଇଛି। ତଦନ୍ତ ଶେଷ ନହେଲା ଯାଏ କୌଣସି ନିଷ୍ପତ୍ତିରେ ପହଞ୍ଚି ହେବନି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

https://www.thesakala.in/latest-odisha-news/police-dg-pressmeet-on-naba-das-death-case/article-18647
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର