ଚାନ୍ଦିପୁର ସମୁଦ୍ର କୂଳରେ ଗୁଳିମାଡ଼: ୧ ମୃତ, ୨ ଗୁରୁତର

The Sakala Picture
Published On

ବାଲେଶ୍ବର: ଚାନ୍ଦିପୁର ସମୁଦ୍ର କୂଳରେ ଆଜି ଗୁଳିମାଡ଼ ଘଟିଛି। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ କମଳାକାନ୍ତ ମାଝୀ ବୋଲି ଜଣାପଡ଼ିଛି। ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରାଯାୟୀ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। । ତେବେ ଗୁଳାମାଡ଼ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସମୁଦ୍ରରେ ମାଛ ଧରୁଥିବାବେଳେ ଗୁଳା ମାଡ଼ ହୋଇଥିବା ସୂଚନା । ଖବର ଅନୁଯାୟୀ, ବଳରାମଗଡ଼ିରୁ ୭ […]

ବାଲେଶ୍ବର: ଚାନ୍ଦିପୁର ସମୁଦ୍ର କୂଳରେ ଆଜି ଗୁଳିମାଡ଼ ଘଟିଛି। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ କମଳାକାନ୍ତ ମାଝୀ ବୋଲି ଜଣାପଡ଼ିଛି। ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରାଯାୟୀ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। । ତେବେ ଗୁଳାମାଡ଼ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସମୁଦ୍ରରେ ମାଛ ଧରୁଥିବାବେଳେ ଗୁଳା ମାଡ଼ ହୋଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଖବର ଅନୁଯାୟୀ, ବଳରାମଗଡ଼ିରୁ ୭ ଜଣ ମାଛ ମାରିବକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର