କାରରେ ଗଂଜେଇ ଚାଲାଣବେଳେ ମାଡିବସିଲା ପୋଲିସ; ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

The Sakala Picture
Published On

ଲମତାପୁଟ: ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା। କାରରେ ଗଂଜେଇ ଚାଲାଣବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୁର୍ମି ଗ୍ରାମରୁ ହରିୟାଣା ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ଲମତାପୁଟ ପୋଲିସ। କୋରାପୁଟ ଜିଲ୍ଲା ଲମତାପୁଟର ସୁରୁମି ଠାରୁ ଗୁନେଇପଡା -ଲମତାପୁଟ -ଜୟପୁର ଦେଇ ହରିୟାନାକୁ ଚାଲାଣ କରୁଥିବାବେଳେ ମାଛକୁଣ୍ଡ ପୋଲିସ୍ ଗଞ୍ଜେଇ ଜବତ କରିଛି । […]

ଲମତାପୁଟ: ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା। କାରରେ ଗଂଜେଇ ଚାଲାଣବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୁର୍ମି ଗ୍ରାମରୁ ହରିୟାଣା ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ଲମତାପୁଟ ପୋଲିସ। କୋରାପୁଟ ଜିଲ୍ଲା ଲମତାପୁଟର ସୁରୁମି ଠାରୁ ଗୁନେଇପଡା -ଲମତାପୁଟ -ଜୟପୁର ଦେଇ ହରିୟାନାକୁ ଚାଲାଣ କରୁଥିବାବେଳେ ମାଛକୁଣ୍ଡ ପୋଲିସ୍ ଗଞ୍ଜେଇ ଜବତ କରିଛି । ଗିରଫ ହୋଇଥିବା ଦୁଇ ବ୍ୟକ୍ତି ମାଛକୁଣ୍ଡ ଥାନା ସୂର୍ମି ଗାଁର ସୋନ୍ତୋଷ ଖେମୁଣ୍ଡୁ ଏବଂ ସମେଶ୍ ନିରିକି ବୋଲି ଜଣା ପଡ଼ିଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ସୂଚନା ଅନୁସାରେ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ ଙ୍କ ନେତୃତ୍ଵ ରେ ମାଛକୁଣ୍ଡ , ଲମତାପୁଟ ପୋଲିସ ଟିମ୍ ମିଳିତ ଭାବେ କନାଗାଁ ଛକ ନିକଟରେ ନାକା ବନ୍ଦୀ କରିଥିଲେ। ଏକ କାର ଦୃତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । କାର କୁ ଅଟକାଇ ଯାଞ୍ଚ କରିବାରୁ କାର୍ ଭିତରୁ ୪ ବସ୍ତା ଗଞ୍ଜେଇ ବାହାରଥିଲା। ୪ ଟି ବସ୍ତାରୁ ୧ କ୍ବିଣ୍ଟାଲ ୬କେଜି ଗଂଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

17 May 2022 By The Sakala

କାରରେ ଗଂଜେଇ ଚାଲାଣବେଳେ ମାଡିବସିଲା ପୋଲିସ; ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା। କାରରେ ଗଂଜେଇ ଚାଲାଣବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୁର୍ମି ଗ୍ରାମରୁ ହରିୟାଣା ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ଲମତାପୁଟ ପୋଲିସ। କୋରାପୁଟ ଜିଲ୍ଲା ଲମତାପୁଟର ସୁରୁମି ଠାରୁ ଗୁନେଇପଡା -ଲମତାପୁଟ -ଜୟପୁର ଦେଇ ହରିୟାନାକୁ ଚାଲାଣ କରୁଥିବାବେଳେ ମାଛକୁଣ୍ଡ ପୋଲିସ୍ ଗଞ୍ଜେଇ ଜବତ କରିଛି । ଗିରଫ ହୋଇଥିବା ଦୁଇ ବ୍ୟକ୍ତି ମାଛକୁଣ୍ଡ ଥାନା ସୂର୍ମି ଗାଁର ସୋନ୍ତୋଷ ଖେମୁଣ୍ଡୁ ଏବଂ ସମେଶ୍ ନିରିକି ବୋଲି ଜଣା ପଡ଼ିଛି ।

ସୂଚନା ଅନୁସାରେ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ ଙ୍କ ନେତୃତ୍ଵ ରେ ମାଛକୁଣ୍ଡ , ଲମତାପୁଟ ପୋଲିସ ଟିମ୍ ମିଳିତ ଭାବେ କନାଗାଁ ଛକ ନିକଟରେ ନାକା ବନ୍ଦୀ କରିଥିଲେ। ଏକ କାର ଦୃତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । କାର କୁ ଅଟକାଇ ଯାଞ୍ଚ କରିବାରୁ କାର୍ ଭିତରୁ ୪ ବସ୍ତା ଗଞ୍ଜେଇ ବାହାରଥିଲା। ୪ ଟି ବସ୍ତାରୁ ୧ କ୍ବିଣ୍ଟାଲ ୬କେଜି ଗଂଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର