ଜାନୁଆରୀ ୨୧ରୁ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଁ ଆବେଦନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଖାଲିଥିବା ୧୭୪୯ ଶିକ୍ଷକ ଓ ଅଣଶିକ୍ଷକ ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୨୧ରୁ ଆରମ୍ଭ ହେବ । ଜାନୁଆରୀ ୨୧ ତାରିଖରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେଉଥିବାବେଳେ ଫେବୃଆରୀ ୨୦ ପଞ୍ଜୀକରଣ ସରିବ। ଆଶାୟୀ ପ୍ରାର୍ଥୀ ଫେବୃଆରୀ ୨୨ ସୁଦ୍ଧା  ଫି’ ଦାଖଲ କରି ପାରିବେ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦର୍ଶାଇଛି। ତେବେ ପୂର୍ବର ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୬ରୁ ଆବେଦନ ଆରମ୍ଭ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଖାଲିଥିବା ୧୭୪୯ ଶିକ୍ଷକ ଓ ଅଣଶିକ୍ଷକ ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୨୧ରୁ ଆରମ୍ଭ ହେବ । ଜାନୁଆରୀ ୨୧ ତାରିଖରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେଉଥିବାବେଳେ ଫେବୃଆରୀ ୨୦ ପଞ୍ଜୀକରଣ ସରିବ। ଆଶାୟୀ ପ୍ରାର୍ଥୀ ଫେବୃଆରୀ ୨୨ ସୁଦ୍ଧା  ଫି’ ଦାଖଲ କରି ପାରିବେ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ତେବେ ପୂର୍ବର ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୬ରୁ ଆବେଦନ ଆରମ୍ଭ ହେଉଥିବା ନିର୍ଦ୍ଦେଶନାମାକୁ ସଂଗଠନ ପରିବର୍ତନ କରି ଜାନୁଆରୀ ୨୧ରୁ ଆବେଦନ ଗ୍ରହଣ କରିବ ବୋଲି ଦର୍ଶାଇଛି। ସେହିପରି ପୂର୍ବର ବିଜ୍ଞପ୍ତି ଅନୁଯାୟୀ ଅନ୍ୟ ସମସ୍ତ ମାନଦଣ୍ଡ ସମାନ ରଖାଯାଇଥିବା ସଂଗଠନ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

14 Jan 2022 By The Sakala

ଜାନୁଆରୀ ୨୧ରୁ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଁ ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଖାଲିଥିବା ୧୭୪୯ ଶିକ୍ଷକ ଓ ଅଣଶିକ୍ଷକ ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୨୧ରୁ ଆରମ୍ଭ ହେବ । ଜାନୁଆରୀ ୨୧ ତାରିଖରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେଉଥିବାବେଳେ ଫେବୃଆରୀ ୨୦ ପଞ୍ଜୀକରଣ ସରିବ। ଆଶାୟୀ ପ୍ରାର୍ଥୀ ଫେବୃଆରୀ ୨୨ ସୁଦ୍ଧା  ଫି’ ଦାଖଲ କରି ପାରିବେ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦର୍ଶାଇଛି।

ତେବେ ପୂର୍ବର ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୬ରୁ ଆବେଦନ ଆରମ୍ଭ ହେଉଥିବା ନିର୍ଦ୍ଦେଶନାମାକୁ ସଂଗଠନ ପରିବର୍ତନ କରି ଜାନୁଆରୀ ୨୧ରୁ ଆବେଦନ ଗ୍ରହଣ କରିବ ବୋଲି ଦର୍ଶାଇଛି। ସେହିପରି ପୂର୍ବର ବିଜ୍ଞପ୍ତି ଅନୁଯାୟୀ ଅନ୍ୟ ସମସ୍ତ ମାନଦଣ୍ଡ ସମାନ ରଖାଯାଇଥିବା ସଂଗଠନ ଦର୍ଶାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର