ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ

The Sakala Picture
Published On

କଟକ:  ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଉପରେ ଆଜି ଏସଡିଜେଏମ୍ ଙ୍କ ଅଦାଲତରେ ଶୁଣାଣୀ ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନର ଶୁଣାଣୀ ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ ଯେ, ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ। ସେ ବାବଦୀୟ ଖର୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । […]

କଟକ:  ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଉପରେ ଆଜି ଏସଡିଜେଏମ୍ ଙ୍କ ଅଦାଲତରେ ଶୁଣାଣୀ ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନର ଶୁଣାଣୀ ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ ଯେ, ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ। ସେ ବାବଦୀୟ ଖର୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯାହା ଉପରେ କୋର୍ଟ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କଟକ ଏସଡିଜେଏମ୍ କୋର୍ଟ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ବର୍ଷା ପାରିବାରିକ ହିଂସାର ଶୀକାର ହେଉଥିବାର ଅଭିଯୋଗ ଆଣି ପ୍ରଥମେ।  ଏସଡିଜେଏମ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ବେଳେ , ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା। ଯାହା ଉପରେ ଆଜି ଶୁଣାଣୀ ଶେଷ ହୋଇଛି ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ସୂଚନା ଅନୁଯାୟୀ, ଏହା ପୂର୍ବରୁ ଅନୁଭବ ଏକ ଭିଡିଓ ସେସିଆଲ ମିଡିଆରେ ଛାଡିଥିଲେ। ଏହାପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି। ହେଲେ ପୁଣିଥରେ ଗତକାଲି ବିଳମ୍ବିତ ରାତିରେ ସାଂସଦ ଅନୁଭବ ମହାନ୍ତି ଏକ ନୂଆ ଭିଡିଓ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସେ ଏହି ଭିଡିଓରେ କହିଛନ୍ତି ଯେ, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ମିଡିଆରେ ପ୍ରସାରଣ ହେବାକୁ କୋର୍ଟରେ ଅପିଲ୍ କରିଥିଲେ। କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ। ଆଉ ବର୍ଷା ହିଁ ପ୍ରଥମେ ମିଡିଆକୁ ସବୁ କିଛି କହିଥିଲେ। ତେବେ ଅନୁଭବ ଏହି ଭିଡିଓ ମାଧ୍ୟମରେ ଅନେକ କଥା କହିଛନ୍ତି। ଏହାସହ ଆମେ ଆଉ ଏକାଠି ରହିପାରିବାନି ବୋଲି ମଧ୍ୟ ଅନୁଭବ ବର୍ଷାଙ୍କୁ ଭିଡିଓ ମାଧ୍ୟମରେ କହିଛନ୍ତି। ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ କରି ବର୍ଷାଙ୍କ ଉପରେ ଅଭିଯୋଗ ଆଣିଛନ୍ତି।

24 May 2022 By The Sakala

ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ

କଟକ:  ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଉପରେ ଆଜି ଏସଡିଜେଏମ୍ ଙ୍କ ଅଦାଲତରେ ଶୁଣାଣୀ ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନର ଶୁଣାଣୀ ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ ଯେ, ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ। ସେ ବାବଦୀୟ ଖର୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯାହା ଉପରେ କୋର୍ଟ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କଟକ ଏସଡିଜେଏମ୍ କୋର୍ଟ ।

ବର୍ଷା ପାରିବାରିକ ହିଂସାର ଶୀକାର ହେଉଥିବାର ଅଭିଯୋଗ ଆଣି ପ୍ରଥମେ।  ଏସଡିଜେଏମ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ବେଳେ , ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା। ଯାହା ଉପରେ ଆଜି ଶୁଣାଣୀ ଶେଷ ହୋଇଛି ।

ସୂଚନା ଅନୁଯାୟୀ, ଏହା ପୂର୍ବରୁ ଅନୁଭବ ଏକ ଭିଡିଓ ସେସିଆଲ ମିଡିଆରେ ଛାଡିଥିଲେ। ଏହାପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି। ହେଲେ ପୁଣିଥରେ ଗତକାଲି ବିଳମ୍ବିତ ରାତିରେ ସାଂସଦ ଅନୁଭବ ମହାନ୍ତି ଏକ ନୂଆ ଭିଡିଓ ଜାରି କରିଛନ୍ତି।

ସେ ଏହି ଭିଡିଓରେ କହିଛନ୍ତି ଯେ, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ମିଡିଆରେ ପ୍ରସାରଣ ହେବାକୁ କୋର୍ଟରେ ଅପିଲ୍ କରିଥିଲେ। କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ। ଆଉ ବର୍ଷା ହିଁ ପ୍ରଥମେ ମିଡିଆକୁ ସବୁ କିଛି କହିଥିଲେ। ତେବେ ଅନୁଭବ ଏହି ଭିଡିଓ ମାଧ୍ୟମରେ ଅନେକ କଥା କହିଛନ୍ତି। ଏହାସହ ଆମେ ଆଉ ଏକାଠି ରହିପାରିବାନି ବୋଲି ମଧ୍ୟ ଅନୁଭବ ବର୍ଷାଙ୍କୁ ଭିଡିଓ ମାଧ୍ୟମରେ କହିଛନ୍ତି। ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ କରି ବର୍ଷାଙ୍କ ଉପରେ ଅଭିଯୋଗ ଆଣିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର