ବିକାଶ ବିରୋଧୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ, ‘କିଛି ଲୋକ କାମ ବନ୍ଦ କରି ଶ୍ରେୟ ନେବାକୁ ଚେଷ୍ଟା କରନ୍ତି’

The Sakala Picture
Published On

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଲେଖାହେଲା ରୂପାନ୍ତରଣର ନୂଆ କାହାଣୀ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋରନ୍ଦା ମହିମାଗାଦି ଭୂମିପୂଜନ କାର୍ଯ୍ୟକ୍ରମରେ ବିକାଶ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ସେ କହିଛନ୍ତି, ଭଳ କମକୁ କିଛି ଲୋକ ବିରୋଧ କରନ୍ତି। କାମ ବନ୍ଦ କରିବାକୁ କିଛି ଲୋକ ମଧ୍ୟ ସିଏମଓକୁ ଚିଠି ପଠାଇଥିଲେ। କିଛି ଲୋକ ଅଛନ୍ତି କାମ କରନ୍ତି, ଶ୍ରେୟ ନେବାକୁ ଚାହାନ୍ତିନି । ଆଉ କିଛି […]

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଲେଖାହେଲା ରୂପାନ୍ତରଣର ନୂଆ କାହାଣୀ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋରନ୍ଦା ମହିମାଗାଦି ଭୂମିପୂଜନ କାର୍ଯ୍ୟକ୍ରମରେ ବିକାଶ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍: ମୋଟ ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସେ କହିଛନ୍ତି, ଭଳ କମକୁ କିଛି ଲୋକ ବିରୋଧ କରନ୍ତି। କାମ ବନ୍ଦ କରିବାକୁ କିଛି ଲୋକ ମଧ୍ୟ ସିଏମଓକୁ ଚିଠି ପଠାଇଥିଲେ। କିଛି ଲୋକ ଅଛନ୍ତି କାମ କରନ୍ତି, ଶ୍ରେୟ ନେବାକୁ ଚାହାନ୍ତିନି । ଆଉ କିଛି ଲୋକ କାମ ବନ୍ଦ କରି ଶ୍ରେୟ ନେବାକୁ ଚେଷ୍ଟା କରନ୍ତି।  ସେବା ମନୋଭାବ ନେଇ କାମ କରୁଥିବା ଲୋକ ବହୁତ କମ । ସେହି ବହୁତ କମ ଲୋକଙ୍କ ମଧ୍ୟରେ ଅଛନ୍ତି ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ମହିମାଗାଦିର ରୂପାନ୍ତରୀକରଣ ପାଇଁ ଅର୍ଥ ମଞ୍ଜୁର ହୋଇଛି । ମହିମାଗାଦିର ବିକାଶ ପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ମହିମା ଧର୍ମକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେବା , ସ୍ବଚ୍ଛତା, ସରଳତା, ସମାନତା, ନିସ୍ବାର୍ଥପରତାର ବାର୍ତ୍ତା ଦେଇ ଦେଇଥାଏ ଏହି ଧର୍ମ । ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ । ଏହି ଧର୍ମକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ସମସ୍ତ ୮୧ମହିମା ମନ୍ଦିରର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ ମନ୍ଦିରର ବିକାଶ ପାଇଁ ୮୫ ଲକ୍ଷ ଲେଖାଏଁ ମଞ୍ଜୁର ହୋଇଛି ବୋଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ଅଭିଭାଷଣରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା: ବାରିପଦା ଟାଉନ୍ ଥାନା SI ଅଟକ

22 Dec 2023 By The Sakala

ବିକାଶ ବିରୋଧୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ, ‘କିଛି ଲୋକ କାମ ବନ୍ଦ କରି ଶ୍ରେୟ ନେବାକୁ ଚେଷ୍ଟା କରନ୍ତି’

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଲେଖାହେଲା ରୂପାନ୍ତରଣର ନୂଆ କାହାଣୀ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋରନ୍ଦା ମହିମାଗାଦି ଭୂମିପୂଜନ କାର୍ଯ୍ୟକ୍ରମରେ ବିକାଶ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ସେ କହିଛନ୍ତି, ଭଳ କମକୁ କିଛି ଲୋକ ବିରୋଧ କରନ୍ତି। କାମ ବନ୍ଦ କରିବାକୁ କିଛି ଲୋକ ମଧ୍ୟ ସିଏମଓକୁ ଚିଠି ପଠାଇଥିଲେ। କିଛି ଲୋକ ଅଛନ୍ତି କାମ କରନ୍ତି, ଶ୍ରେୟ ନେବାକୁ ଚାହାନ୍ତିନି । ଆଉ କିଛି ଲୋକ କାମ ବନ୍ଦ କରି ଶ୍ରେୟ ନେବାକୁ ଚେଷ୍ଟା କରନ୍ତି।  ସେବା ମନୋଭାବ ନେଇ କାମ କରୁଥିବା ଲୋକ ବହୁତ କମ । ସେହି ବହୁତ କମ ଲୋକଙ୍କ ମଧ୍ୟରେ ଅଛନ୍ତି ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ।

ମହିମାଗାଦିର ରୂପାନ୍ତରୀକରଣ ପାଇଁ ଅର୍ଥ ମଞ୍ଜୁର ହୋଇଛି । ମହିମାଗାଦିର ବିକାଶ ପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ମହିମା ଧର୍ମକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେବା , ସ୍ବଚ୍ଛତା, ସରଳତା, ସମାନତା, ନିସ୍ବାର୍ଥପରତାର ବାର୍ତ୍ତା ଦେଇ ଦେଇଥାଏ ଏହି ଧର୍ମ । ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ । ଏହି ଧର୍ମକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ସମସ୍ତ ୮୧ମହିମା ମନ୍ଦିରର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ ମନ୍ଦିରର ବିକାଶ ପାଇଁ ୮୫ ଲକ୍ଷ ଲେଖାଏଁ ମଞ୍ଜୁର ହୋଇଛି ବୋଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ଅଭିଭାଷଣରେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର