ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୭,୭୩୩ କରୋନା ଆକ୍ରାନ୍ତ

The Sakala Picture
Published On

କରୋନା ମହାମାରୀଙ୍କୁ ନେଇ ରାଜ୍ୟ ପାଇଁ ଖୁସି ଖବର । ଆଜି ଆଉ ୭୭୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ସୁସ୍ଥଙ୍କ ସଂଖ୍ୟା ବଢି ବଢି ଚାଲିଛି ଯାହା ଓଡିଶା ପାଇଁ ଶୁଭଙ୍କର । ଆଜି ଗୋଟିଏ ଦିନରେ ୪,୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି […]

କରୋନା ମହାମାରୀଙ୍କୁ ନେଇ ରାଜ୍ୟ ପାଇଁ ଖୁସି ଖବର । ଆଜି ଆଉ ୭୭୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ସୁସ୍ଥଙ୍କ ସଂଖ୍ୟା ବଢି ବଢି ଚାଲିଛି ଯାହା ଓଡିଶା ପାଇଁ ଶୁଭଙ୍କର । ଆଜି ଗୋଟିଏ ଦିନରେ ୪,୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୬୫, କଟକରୁ ୮୦୮, ନବରଙ୍ଗପୁରରୁ ୧୯୬, ଝାରସୁଗୁଡାରୁ ୮୦, ଅନୁଗୁଳରୁ ୩୮୧, ମୟୂରଭଞ୍ଜରୁ ୩୯୦, ସମ୍ବଲପୁରରୁ ୧୦୭, ନୂଆପଡାରୁ ୩୧, ପୁରୀରୁ ୩୫୩, ବରଗଡରୁ ୧୮୪, ଯାଜପୁରରୁ ୩୮୬, ବଲାଙ୍ଗିରିରୁ ୮୧, କେନ୍ଦୁଝରରୁ ୧୭୨, ଗଞ୍ଜାମରୁ ୯୨, ବାଲେଶ୍ୱରରୁ ୩୯୩, ଗଜପତିରୁ ୪୪, ରାୟଗଡାରୁ ୨୦୯, କଳାହାଣ୍ଡିରୁ ୧୬୬, ନୟାଗଡରୁ ୧୫୧, ସୋନପୁରରୁ ୬୩ , ଜଗତସିଂହପୁରରୁ ୨୦୦, ଦେବଗଡରୁ ୬୨, କେନ୍ଦ୍ରାପଡାରୁ ୧୮୫, କୋରାପୁଟରୁ ୧୮୫, ଭଦ୍ରକରୁ ୨୭୮, କନ୍ଧମାଳରୁ ୪୯ , ମାଲକାନଗିରିରୁ ୧୨୩, ଢେଙ୍କାନାଳରୁ ୪୯୯ ଓ ବୌଦ୍ଧରୁ ୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର