ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ ଗେଟ୍‌, ମୋଟ ୧୨ଟି ଗଟ ଦେଇ ଜଳ ନିଷ୍କାସନ ଜାରି

The Sakala Picture
Published On

ସମ୍ୱଲପୁର: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦରୁ ଖୋଲିଲା ଆଉ ୬ଟି ଗେଟ୍ । ପୂର୍ବରୁ ୬ଟି ଗେଟ୍ ଖୋଲାଯାଇଥିବା ବେଳେ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୬୦ ହଜାର ୬୦୯ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ବର୍ତ୍ତମାନ ୧ ଲକ୍ଷ ୨୭ ହଜାର ୧୯୪ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦର ସର୍ବାଧିକ […]

ସମ୍ୱଲପୁର: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦରୁ ଖୋଲିଲା ଆଉ ୬ଟି ଗେଟ୍ । ପୂର୍ବରୁ ୬ଟି ଗେଟ୍ ଖୋଲାଯାଇଥିବା ବେଳେ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୬୦ ହଜାର ୬୦୯ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ବର୍ତ୍ତମାନ ୧ ଲକ୍ଷ ୨୭ ହଜାର ୧୯୪ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ନଦୀବନ୍ଧର ଜଳସ୍ତର ୬୨୭. ୮୩ ଫୁଟରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

15 Sep 2021 By The Sakala

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ ଗେଟ୍‌, ମୋଟ ୧୨ଟି ଗଟ ଦେଇ ଜଳ ନିଷ୍କାସନ ଜାରି

ସମ୍ୱଲପୁର: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦରୁ ଖୋଲିଲା ଆଉ ୬ଟି ଗେଟ୍ । ପୂର୍ବରୁ ୬ଟି ଗେଟ୍ ଖୋଲାଯାଇଥିବା ବେଳେ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୬୦ ହଜାର ୬୦୯ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ବର୍ତ୍ତମାନ ୧ ଲକ୍ଷ ୨୭ ହଜାର ୧୯୪ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ନଦୀବନ୍ଧର ଜଳସ୍ତର ୬୨୭. ୮୩ ଫୁଟରେ ପହଞ୍ଚିଛି ।

https://www.thesakala.in/latest-odisha-news/another-6-gate-of-hirakud-dam-opened-wednesday/article-5417
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର