ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୩୭୧ ପଜିଟିଭ

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୭୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୨୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୪୯ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୦୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୭୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୨୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୪୯ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୦୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୩୦ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଅନୁଗୁଳରୁ ୯୩ , ବାଲେଶ୍ୱରରୁ ୨୫୮ , ବରଗଡ଼ ୩୫ , ଭଦ୍ରକ ୧୭୬, ବଲାଙ୍ଗୀର ୧୨ , ବୌଦ୍ଧ ୧୯ , କଟକ ୪୬୮ , ଦେବଗଡ଼ ୩ , ଢେଙ୍କାନାଳ ୫୮, ଗଜପତି ୧୨ , ଗଞ୍ଜାମ ୨୧ , ଜଗତସିଂହପୁର ୧୩୫ , ଯାଜପୁର ୨୧୦ , ଝାରସୁଗୁଡ଼ା ୧୫ , କଳାହାଣ୍ଡି ୧୧ , କନ୍ଧମାଳ ୨୯ , କେନ୍ଦ୍ରାପଡ଼ା ୨୧୯ , କେନ୍ଦୁଝର ୭୦ , କୋରାପୁଟ ୫୨ , ମାଲକାନଗିରି ୮୦ , ମୟୂରଭଞ୍ଜ ୨୨୨ , ନବରଙ୍ଗପୁର ୩୪ , ନୟାଗଡ଼ ୧୩୫ , ନୂଆପଡ଼ା ୮ , ପୁରୀ ୧୯୩ , ରାୟଗଡ଼ା ୫୯, ସମ୍ୱଲପୁର ୨୮, ସୋନପୁର ୨୨ , ସୁନ୍ଦରଗଡ଼ 72 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

30 Jun 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୩୭୧ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୭୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୨୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୪୯ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୦୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୩୦ ସଂକ୍ରମିତ ।

ଅନୁଗୁଳରୁ ୯୩ , ବାଲେଶ୍ୱରରୁ ୨୫୮ , ବରଗଡ଼ ୩୫ , ଭଦ୍ରକ ୧୭୬, ବଲାଙ୍ଗୀର ୧୨ , ବୌଦ୍ଧ ୧୯ , କଟକ ୪୬୮ , ଦେବଗଡ଼ ୩ , ଢେଙ୍କାନାଳ ୫୮, ଗଜପତି ୧୨ , ଗଞ୍ଜାମ ୨୧ , ଜଗତସିଂହପୁର ୧୩୫ , ଯାଜପୁର ୨୧୦ , ଝାରସୁଗୁଡ଼ା ୧୫ , କଳାହାଣ୍ଡି ୧୧ , କନ୍ଧମାଳ ୨୯ , କେନ୍ଦ୍ରାପଡ଼ା ୨୧୯ , କେନ୍ଦୁଝର ୭୦ , କୋରାପୁଟ ୫୨ , ମାଲକାନଗିରି ୮୦ , ମୟୂରଭଞ୍ଜ ୨୨୨ , ନବରଙ୍ଗପୁର ୩୪ , ନୟାଗଡ଼ ୧୩୫ , ନୂଆପଡ଼ା ୮ , ପୁରୀ ୧୯୩ , ରାୟଗଡ଼ା ୫୯, ସମ୍ୱଲପୁର ୨୮, ସୋନପୁର ୨୨ , ସୁନ୍ଦରଗଡ଼ 72 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର