ବାଇକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମାଆ ଓ ପୁଅଙ୍କ ଜୀବନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ ୫୫ ନମ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଚାଲିଗଲା ମାଆ ଓ ୩ ବର୍ଷ ପୁଅର ଜୀବନ। ବାପାଙ୍କ ସହ ବାଇକରେ ଯାଉଥିବାବେଳେ ଏକ କୋଇଲା ବୋଝେଇ ଟ୍ରକ ନୁଆଁହତା ଓଭରବ୍ରିଜ ତଳେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ
19 Dec 2024
By The Sakala
ବାଇକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମାଆ ଓ ପୁଅଙ୍କ ଜୀବନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ ୫୫ ନମ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଚାଲିଗଲା ମାଆ ଓ ୩ ବର୍ଷ ପୁଅର ଜୀବନ। ବାପାଙ୍କ ସହ ବାଇକରେ ଯାଉଥିବାବେଳେ ଏକ କୋଇଲା ବୋଝେଇ ଟ୍ରକ ନୁଆଁହତା ଓଭରବ୍ରିଜ ତଳେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି।
https://www.thesakala.in/latest-odisha-news/angul/truck-hits-bike-mother-and-son-die/article-37360