ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

The Sakala Picture
Published On

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାବନୀୟ ଘଟଣା ଘଟିିଛି।  ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ନାଁ ରୀନା ମାହାର ଓ ପୁରୁଷଙ୍କ ନାଁ ଆରତ ମିର୍ଧା ବୋଲି ଜଣାପଡ଼ିଛି। ପାଇଖାନା ଟାଙ୍କିରେ ପଶି ସେଟ୍ରିଂ ଖୋଲିବା ବେଳେ ଅସୁସ୍ଥ ହୋଇଥିଲେ। ଏହାପରେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। […]

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାବନୀୟ ଘଟଣା ଘଟିିଛି।  ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ନାଁ ରୀନା ମାହାର ଓ ପୁରୁଷଙ୍କ ନାଁ ଆରତ ମିର୍ଧା ବୋଲି ଜଣାପଡ଼ିଛି। ପାଇଖାନା ଟାଙ୍କିରେ ପଶି ସେଟ୍ରିଂ ଖୋଲିବା ବେଳେ ଅସୁସ୍ଥ ହୋଇଥିଲେ। ଏହାପରେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ବିପ୍ ଜାରି: ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ

28 Aug 2024 By The Sakala

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାବନୀୟ ଘଟଣା ଘଟିିଛି।  ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ନାଁ ରୀନା ମାହାର ଓ ପୁରୁଷଙ୍କ ନାଁ ଆରତ ମିର୍ଧା ବୋଲି ଜଣାପଡ଼ିଛି। ପାଇଖାନା ଟାଙ୍କିରେ ପଶି ସେଟ୍ରିଂ ଖୋଲିବା ବେଳେ ଅସୁସ୍ଥ ହୋଇଥିଲେ। ଏହାପରେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର