ପୁଅର ମୁଥ ମାଡରେ ମା’ର ମୃତ୍ୟୁ

The Sakala Picture
Published On

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ କଲା ମା‘କୁ ମୁଥ ମାରିବା ଫଳରେ ମା’ର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗତ କିଛି ମାସ ତଳେ ନିଶା ଗାଁର ନୀଳମଣି ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ଫାଟକ ଆଗରେ ଯାଇଥିବା ଛେଣ୍ଡିପଦା-ଅନୁଗୁଳ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା […]

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ କଲା ମା‘କୁ ମୁଥ ମାରିବା ଫଳରେ ମା’ର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: କଟକ SCB ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ନବୀନ

ସୂଚନା ଅନୁସାରେ, ଗତ କିଛି ମାସ ତଳେ ନିଶା ଗାଁର ନୀଳମଣି ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ଫାଟକ ଆଗରେ ଯାଇଥିବା ଛେଣ୍ଡିପଦା-ଅନୁଗୁଳ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କର ଏହି ମୃତ୍ୟୁ ପରେ କମ୍ପାନୀ ଓ ପ୍ରଶାସନ ପକ୍ଷରୁ କିଛି ସହାୟତା ରାଶି ମିଳିଥିଲା । ଯାହାକି ତାଙ୍କ ସ୍ତ୍ରୀ ପ୍ରମୋଦିନୀଙ୍କ ଆକାଉଣ୍ଟକୁ ଯାଇଥିଲା । ତେବେ ଏହି ଟଙ୍କା ପାଇଁ ପ୍ରମୋଦିନୀଙ୍କ ପୁଅ ଚନ୍ଦ୍ରମଣି ସବୁବେଳେ ମା’ଙ୍କ ସହ ଝଗଡା କରୁଥିଲେ । ଗତ ତିନି ଦିନ ତଳେ ମଧ୍ୟ ଏଭଳି ଝଗଡା କରିବା ସହ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ଏକ ମୁଥ ପ୍ରହାର ପକାଇଥିଲେ । ଏଥିରେ ମା ପ୍ରମୋଦିନୀ ଗୁରୁତର ହୋଇ ତଳେ ପଡି ଯାଇଥିବା ବେଳେ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମା ‘ ପ୍ରମୋଦିନୀଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ନିଶା ଥାନା ଅଧିକାରିଣୀ ଜିଲ୍ଲା ପ୍ରୀତି ମଞ୍ଜରୀ ମେଣ୍ଡୁଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ସେପଟେ ପୁଅ ଚନ୍ଦ୍ରମଣିକୁ ପୁଲିସ ଅଟକ ରଖିଥିବା ଜଣା ପଡିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ

11 May 2021 By The Sakala

ପୁଅର ମୁଥ ମାଡରେ ମା’ର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ କଲା ମା‘କୁ ମୁଥ ମାରିବା ଫଳରେ ମା’ର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଗତ କିଛି ମାସ ତଳେ ନିଶା ଗାଁର ନୀଳମଣି ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ଫାଟକ ଆଗରେ ଯାଇଥିବା ଛେଣ୍ଡିପଦା-ଅନୁଗୁଳ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କର ଏହି ମୃତ୍ୟୁ ପରେ କମ୍ପାନୀ ଓ ପ୍ରଶାସନ ପକ୍ଷରୁ କିଛି ସହାୟତା ରାଶି ମିଳିଥିଲା । ଯାହାକି ତାଙ୍କ ସ୍ତ୍ରୀ ପ୍ରମୋଦିନୀଙ୍କ ଆକାଉଣ୍ଟକୁ ଯାଇଥିଲା । ତେବେ ଏହି ଟଙ୍କା ପାଇଁ ପ୍ରମୋଦିନୀଙ୍କ ପୁଅ ଚନ୍ଦ୍ରମଣି ସବୁବେଳେ ମା’ଙ୍କ ସହ ଝଗଡା କରୁଥିଲେ । ଗତ ତିନି ଦିନ ତଳେ ମଧ୍ୟ ଏଭଳି ଝଗଡା କରିବା ସହ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ଏକ ମୁଥ ପ୍ରହାର ପକାଇଥିଲେ । ଏଥିରେ ମା ପ୍ରମୋଦିନୀ ଗୁରୁତର ହୋଇ ତଳେ ପଡି ଯାଇଥିବା ବେଳେ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମା ‘ ପ୍ରମୋଦିନୀଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ନିଶା ଥାନା ଅଧିକାରିଣୀ ଜିଲ୍ଲା ପ୍ରୀତି ମଞ୍ଜରୀ ମେଣ୍ଡୁଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ସେପଟେ ପୁଅ ଚନ୍ଦ୍ରମଣିକୁ ପୁଲିସ ଅଟକ ରଖିଥିବା ଜଣା ପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର