ଅନୁଗୁଳରେ ମୃଦୁ ଭୂମିକମ୍ପ ଅନୁଭୂତ

The Sakala Picture
Published On

ଅନୁଗୋଳ: ଅନୁଗୁଳ ଅଞ୍ଚଳ ଏବଂ ଆଖ ପାଖ ୫ କିଲୋମିଟର ଅଞ୍ଚଳରେ ଶନିବାର ମଧ୍ୟରାତ୍ର ପ୍ରାୟ ୧ ଟା ୭ ମିନିଟ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଭୂକମ୍ପ ସମୟରେ ଏକ ଭୟଙ୍କର ଶବ୍ଦ ହେବାରୁ ଅମଲାପଡା ଅଞ୍ଚଳର କିଛି ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା । ସେହି ପରି ଆଜି […]

ଅନୁଗୋଳ: ଅନୁଗୁଳ ଅଞ୍ଚଳ ଏବଂ ଆଖ ପାଖ ୫ କିଲୋମିଟର ଅଞ୍ଚଳରେ ଶନିବାର ମଧ୍ୟରାତ୍ର ପ୍ରାୟ ୧ ଟା ୭ ମିନିଟ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଭୂକମ୍ପ ସମୟରେ ଏକ ଭୟଙ୍କର ଶବ୍ଦ ହେବାରୁ ଅମଲାପଡା ଅଞ୍ଚଳର କିଛି ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା । ସେହି ପରି ଆଜି ସକାଳେ ମଧ୍ୟ ଅନୁଗୁଳ ସହର ରେ ଭୂକମ୍ପ ଅନୁଭୂତ ହୋଇଥିଲା l

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

13 Jun 2021 By The Sakala

ଅନୁଗୁଳରେ ମୃଦୁ ଭୂମିକମ୍ପ ଅନୁଭୂତ

ଅନୁଗୋଳ: ଅନୁଗୁଳ ଅଞ୍ଚଳ ଏବଂ ଆଖ ପାଖ ୫ କିଲୋମିଟର ଅଞ୍ଚଳରେ ଶନିବାର ମଧ୍ୟରାତ୍ର ପ୍ରାୟ ୧ ଟା ୭ ମିନିଟ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଭୂକମ୍ପ ସମୟରେ ଏକ ଭୟଙ୍କର ଶବ୍ଦ ହେବାରୁ ଅମଲାପଡା ଅଞ୍ଚଳର କିଛି ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା । ସେହି ପରି ଆଜି ସକାଳେ ମଧ୍ୟ ଅନୁଗୁଳ ସହର ରେ ଭୂକମ୍ପ ଅନୁଭୂତ ହୋଇଥିଲା l

https://www.thesakala.in/latest-odisha-news/angul/anugul-mild-earthquake-1/article-2916
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର