ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ; ଆସିଲେ ପିଲା, ସ୍ବାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

Madhusudan Das Picture
Published On

କେନ୍ଦ୍ରାପଡ଼ା: ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ପହଁଚିଲେ ପିଲା। ସ୍ବାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ। ଜାତିପ୍ରଥାକୁ ନେଇ ତିନିମାସ ଧରି ବନ୍ଦ ଥିଲା ଅଙ୍ଗନବାଡି କେନ୍ଦ୍ର। ଆଜି ପିଲା ପହଂଚିବା ପରେ ସ୍ବାଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ । ପ୍ରଶାସନର ବୁଝାସୁଝା ପରେ ଅଭିଭାବକ ମାନେ ଶିଶୁଙ୍କୁ ଅଙ୍ଗନବାଡି ଛାଡ଼ିଛନ୍ତି । ଗତ ଶନିବାର ଦିନ ପିଲାଙ୍କୁ ଅଙ୍ଗନବାଡିକୁ ପଠାଇବାକୁ ପ୍ରଶାସନ ଉପସ୍ଥିତିରେ ଶପଥ କରିଥିଲେ ଗ୍ରାମବାସୀ । ପ୍ରାୟ ୩ ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । 

ଆହୁରି ପଢ଼ନ୍ତୁ: ଭାରତର ବାୟୁ ସୁରକ୍ଷା ହେବ ଅଭେଦ୍ୟ: ୧୦,୦୦୦ କୋଟି ଟଙ୍କାରେ ରୁଷ୍‌ରୁ ଆସିବ ୨୮୮ଟି S-400 ମିସାଇଲ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp