ମନ୍ଦିର ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

The Sakala Picture
Published On

ରୁପ୍ସା/ବାଲେଶ୍ୱର : ରୁପ୍ସା ଥାନା କସିପଦା ପଞ୍ଚାୟତ କସିପଦା ଗ୍ରାମରେ ଥିବା ଶିବ ମନ୍ଦିର ପୋଖରୀକୁ ଗ୍ରାମର ବାବାଜୀ ବେହେରା (୭୫ ) ନାମକ ଜଣେ ବୃଦ୍ଧ ବ୍ୟକ୍ତି ଶକାଳ ୧୦.୩୦ରେ ଗାଧୋଇବାକୁ ଯାଇଥିଲେ । ମାତ୍ର ଗାଧୋଇବା ସମୟରେ ତାଙ୍କ ଗୋଡ ଖସିଯିବା ଯୋଗୁଁ ପାଣିରେ ବୁଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା । ପୋଖରୀରେ ବୁଡିଯିବା ପରେ ସ୍ଥାନୀୟ ମନ୍ଦିର ପୂଜକ ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ତେବେ ତାଙ୍କୁ ପୋଖରୀରୁ […]

ରୁପ୍ସା/ବାଲେଶ୍ୱର : ରୁପ୍ସା ଥାନା କସିପଦା ପଞ୍ଚାୟତ କସିପଦା ଗ୍ରାମରେ ଥିବା ଶିବ ମନ୍ଦିର ପୋଖରୀକୁ ଗ୍ରାମର ବାବାଜୀ ବେହେରା (୭୫ ) ନାମକ ଜଣେ ବୃଦ୍ଧ ବ୍ୟକ୍ତି ଶକାଳ ୧୦.୩୦ରେ ଗାଧୋଇବାକୁ ଯାଇଥିଲେ । ମାତ୍ର ଗାଧୋଇବା ସମୟରେ ତାଙ୍କ ଗୋଡ ଖସିଯିବା ଯୋଗୁଁ ପାଣିରେ ବୁଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା । ପୋଖରୀରେ ବୁଡିଯିବା ପରେ ସ୍ଥାନୀୟ ମନ୍ଦିର ପୂଜକ ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ତେବେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ନିକଟସ୍ଥ ରୁପ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରୁପ୍ସା ପୋଲିସ ଘଟଣା ସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

01 Jun 2021 By The Sakala

ମନ୍ଦିର ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ରୁପ୍ସା/ବାଲେଶ୍ୱର : ରୁପ୍ସା ଥାନା କସିପଦା ପଞ୍ଚାୟତ କସିପଦା ଗ୍ରାମରେ ଥିବା ଶିବ ମନ୍ଦିର ପୋଖରୀକୁ ଗ୍ରାମର ବାବାଜୀ ବେହେରା (୭୫ ) ନାମକ ଜଣେ ବୃଦ୍ଧ ବ୍ୟକ୍ତି ଶକାଳ ୧୦.୩୦ରେ ଗାଧୋଇବାକୁ ଯାଇଥିଲେ । ମାତ୍ର ଗାଧୋଇବା ସମୟରେ ତାଙ୍କ ଗୋଡ ଖସିଯିବା ଯୋଗୁଁ ପାଣିରେ ବୁଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା । ପୋଖରୀରେ ବୁଡିଯିବା ପରେ ସ୍ଥାନୀୟ ମନ୍ଦିର ପୂଜକ ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ତେବେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ନିକଟସ୍ଥ ରୁପ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରୁପ୍ସା ପୋଲିସ ଘଟଣା ସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର