ଓଡ଼ିଶା ସଚିବାଳୟ କାର୍ଯନିର୍ବାହୀ ଓ ବ୍ଯକ୍ତିଗତ ସହାୟକ ନିଯୁକ୍ତି ପ୍ରଣାଳୀରେ ସଂଶୋଧନ

The Sakala Picture
Published On

ଭୁବନେଶ୍ବର: କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପରିଚାଳନା ପ୍ରକ୍ରିୟାରେ ଥିବା କେତକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବା ପାଇଁ କେବଳ ସ୍ନାତକ ଦକ୍ଷତାରେ ସୀମିତ  ନ ରଖି ଏହାକୁ ସ୍ନାତକ  ସହ ମୁଦ୍ରଣ ଓ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ନିହାତି ଆବଶ୍ଯକ ମନେକରାଯାଉଛି। କମିଶନଙ୍କ ଦ୍ବାରା ଏହି ମୂଳ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା […]

ଭୁବନେଶ୍ବର: କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପରିଚାଳନା ପ୍ରକ୍ରିୟାରେ ଥିବା କେତକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବା ପାଇଁ କେବଳ ସ୍ନାତକ ଦକ୍ଷତାରେ ସୀମିତ  ନ ରଖି ଏହାକୁ ସ୍ନାତକ  ସହ ମୁଦ୍ରଣ ଓ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ନିହାତି ଆବଶ୍ଯକ ମନେକରାଯାଉଛି। କମିଶନଙ୍କ ଦ୍ବାରା ଏହି ମୂଳ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା ) ଏବଂ ପରୀକ୍ଷା ଢାଞ୍ଚାରେ ମଧ୍ଯ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି।  ଏହା ପ୍ରକୃଷ୍ଟ ପ୍ରତିଭା  ଓ ମୌଳିକ କମ୍ପ୍ୟୁଟର ଦକ୍ଷତାରେ ଆବଶ୍ଯକୀୟ ଜ୍ଞାନ ଥିବା କର୍ମଚାରୀଙ୍କୁ ସରକାରୀ ସେବାରେ ଯୋଗ ଦେବା ପାଇଁ ସୁଯୋଗ ସୃଷ୍ଟି କରିବ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

କମିଶନଙ୍କ ଦ୍ବାରା କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପ୍ରକ୍ରିୟାରେ ସୁଗମ ନିମିତ୍ତ ଏହି ନିୟମର ୧୫ (୧) ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା ) ଆବଶ୍ଯକୀୟ ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

19 Jul 2022 By The Sakala

ଓଡ଼ିଶା ସଚିବାଳୟ କାର୍ଯନିର୍ବାହୀ ଓ ବ୍ଯକ୍ତିଗତ ସହାୟକ ନିଯୁକ୍ତି ପ୍ରଣାଳୀରେ ସଂଶୋଧନ

ଭୁବନେଶ୍ବର: କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପରିଚାଳନା ପ୍ରକ୍ରିୟାରେ ଥିବା କେତକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବା ପାଇଁ କେବଳ ସ୍ନାତକ ଦକ୍ଷତାରେ ସୀମିତ  ନ ରଖି ଏହାକୁ ସ୍ନାତକ  ସହ ମୁଦ୍ରଣ ଓ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ନିହାତି ଆବଶ୍ଯକ ମନେକରାଯାଉଛି। କମିଶନଙ୍କ ଦ୍ବାରା ଏହି ମୂଳ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା ) ଏବଂ ପରୀକ୍ଷା ଢାଞ୍ଚାରେ ମଧ୍ଯ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି।  ଏହା ପ୍ରକୃଷ୍ଟ ପ୍ରତିଭା  ଓ ମୌଳିକ କମ୍ପ୍ୟୁଟର ଦକ୍ଷତାରେ ଆବଶ୍ଯକୀୟ ଜ୍ଞାନ ଥିବା କର୍ମଚାରୀଙ୍କୁ ସରକାରୀ ସେବାରେ ଯୋଗ ଦେବା ପାଇଁ ସୁଯୋଗ ସୃଷ୍ଟି କରିବ।

କମିଶନଙ୍କ ଦ୍ବାରା କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପ୍ରକ୍ରିୟାରେ ସୁଗମ ନିମିତ୍ତ ଏହି ନିୟମର ୧୫ (୧) ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା ) ଆବଶ୍ଯକୀୟ ପରିବର୍ତ୍ତନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର