ଖାଇଗଲେ ମରିଥିବା ଲୋକଙ୍କ ଭତ୍ତା ଟଙ୍କା ଘଟଣା, ବିଡିଓ ସମ୍ପୂର୍ଣ ଚୁପ୍
ତୁମୁଡିବନ୍ଧ,ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ଆଦିବାସୀ ବହୁଳ ଅଞ୍ଚଳ ବେଲଘର ପଂଚାୟତରେ ଭୂତ ଭତ୍ତା ନେଉଥିବା ଚାଞ୍ଚଲ୍ୟକର ଦୁର୍ନୀତି ସାମ୍ନାକୁ ଆସିଛି। ସକାଳରେ ଆଜି ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଲରେ ତତ୍ପରତା ପ୍ରକାଶ ପାଇଛି। ତେବେ ବିଡ଼ିଓ ଏ ନେଇ ମୁହଁ ନ ଖୋଲିବାକୁ ନେଇ ସମସ୍ତେ ଚକିତ। ତେବେ ପ୍ରାଥମିକ ତଦନ୍ତରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅଧିକାରୀଙ୍କ ନିରବତା ବିସ୍ମୟ ସୃଷ୍ଟି କରିଛି। ଆଦିମ ଜନଜାତି କୁଟିଆ […]
ତୁମୁଡିବନ୍ଧ,ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ଆଦିବାସୀ ବହୁଳ ଅଞ୍ଚଳ ବେଲଘର ପଂଚାୟତରେ ଭୂତ ଭତ୍ତା ନେଉଥିବା ଚାଞ୍ଚଲ୍ୟକର ଦୁର୍ନୀତି ସାମ୍ନାକୁ ଆସିଛି। ସକାଳରେ ଆଜି ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଲରେ ତତ୍ପରତା ପ୍ରକାଶ ପାଇଛି। ତେବେ ବିଡ଼ିଓ ଏ ନେଇ ମୁହଁ ନ ଖୋଲିବାକୁ ନେଇ ସମସ୍ତେ ଚକିତ। ତେବେ ପ୍ରାଥମିକ ତଦନ୍ତରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅଧିକାରୀଙ୍କ ନିରବତା ବିସ୍ମୟ ସୃଷ୍ଟି କରିଛି। ଆଦିମ ଜନଜାତି କୁଟିଆ କନ୍ଧ ବସବାସ କରୁଥିବା ଏହି ଅଞ୍ଚଳରେ ଦୁର୍ନୀତି କଳା ପାହାଡ଼ ଅଧିକ ଗଭିରକୁ ଯାଇଥିବା ପୂର୍ବତନ ବିଧାୟକ ତଥା ବରିଷ୍ଠ କୁଟିଆ କନ୍ଧ ନେତା କରେନ୍ଦ୍ର ମାଝି କହିଛନ୍ତି। ତୁରନ୍ତ ଛାନଭିନ କରି ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି।