ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଜମିଜମା ବିବାଦରୁ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

The Sakala Picture
Published On

କେନ୍ଦ୍ରାପଡା : ଜମିଜମା ବିବାଦ ଆଉ ମହିଳାଙ୍କ ସ୍ୱାମୀଙ୍କ ସହ ମାରପିଟ ରାଗରେ ଦୁଷ୍କର୍ମ କରାଯାଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ପୂର୍ବରୁ ଜମିଜମାକୁ ନେଇ ସମ୍ପର୍କୀୟଙ୍କ ସହ ମହିଳାଙ୍କ ସ୍ୱାମୀଙ୍କ ମାରପିଟ କଳିଝଗଡା ହୋଇଥିଲା l ଏହି ରାଗରେ ଅଭିଯୁକ୍ତ ମହିଳା ଜଣକ ଏକୁଟିଆ ରାତିରେ ଘରେ ଶୋଇଥିବା ଅବସ୍ଥାରେ ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ l ଅଭିଯୁକ୍ତ […]

କେନ୍ଦ୍ରାପଡା : ଜମିଜମା ବିବାଦ ଆଉ ମହିଳାଙ୍କ ସ୍ୱାମୀଙ୍କ ସହ ମାରପିଟ ରାଗରେ ଦୁଷ୍କର୍ମ କରାଯାଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ପୂର୍ବରୁ ଜମିଜମାକୁ ନେଇ ସମ୍ପର୍କୀୟଙ୍କ ସହ ମହିଳାଙ୍କ ସ୍ୱାମୀଙ୍କ ମାରପିଟ କଳିଝଗଡା ହୋଇଥିଲା l ଏହି ରାଗରେ ଅଭିଯୁକ୍ତ ମହିଳା ଜଣକ ଏକୁଟିଆ ରାତିରେ ଘରେ ଶୋଇଥିବା ଅବସ୍ଥାରେ ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ l ଅଭିଯୁକ୍ତ ପିନ୍ଧିଥିବା ଟାୱଲକୁ ମହିଳାଙ୍କ ମୁହଁରେ ବନ୍ଦ କରି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ l ଏହାପରେ ଅଭିଯୁକ୍ତ ଫେରାର ହେଲାବେଳେ କାହାରିକି କିଛି କହିଲେ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ l ଏନେଇ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସବୁ କଥା କହିବା ପରେ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା l ଏନେଇ ପୋଲିସ ଏକ ମାମଲା ୮୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

16 Jun 2021 By The Sakala

ଜମିଜମା ବିବାଦରୁ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡା : ଜମିଜମା ବିବାଦ ଆଉ ମହିଳାଙ୍କ ସ୍ୱାମୀଙ୍କ ସହ ମାରପିଟ ରାଗରେ ଦୁଷ୍କର୍ମ କରାଯାଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ପୂର୍ବରୁ ଜମିଜମାକୁ ନେଇ ସମ୍ପର୍କୀୟଙ୍କ ସହ ମହିଳାଙ୍କ ସ୍ୱାମୀଙ୍କ ମାରପିଟ କଳିଝଗଡା ହୋଇଥିଲା l ଏହି ରାଗରେ ଅଭିଯୁକ୍ତ ମହିଳା ଜଣକ ଏକୁଟିଆ ରାତିରେ ଘରେ ଶୋଇଥିବା ଅବସ୍ଥାରେ ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ l ଅଭିଯୁକ୍ତ ପିନ୍ଧିଥିବା ଟାୱଲକୁ ମହିଳାଙ୍କ ମୁହଁରେ ବନ୍ଦ କରି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ l ଏହାପରେ ଅଭିଯୁକ୍ତ ଫେରାର ହେଲାବେଳେ କାହାରିକି କିଛି କହିଲେ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ l ଏନେଇ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସବୁ କଥା କହିବା ପରେ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା l ଏନେଇ ପୋଲିସ ଏକ ମାମଲା ୮୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର