ରସିକିଆ ସମୀର: ବିବାହ ପରେ ସ୍ତ୍ରୀଙ୍କୁ ଦେଉଥିଲା ନିର୍ଯାତନା, ହଡପ କରୁଥିଲେ ଟଙ୍କା ଓ ସୁନା ଗହଣା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରୁ ଧରପଡ଼ିଲେ ଆଉ ଜଣେ ରସିକିଆ । ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ। ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଏହି ରସିକିଆ ପ୍ରେମିକ ହେଉଛି ରମ୍ଭା ଅଞ୍ଚଳର ସମୀର ବେଜ୍ । ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଭାରତ ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ଏକାଧିକ ବିବାହ କରିଥିବା ନେଇ ସମୀର ବେଜ୍‌ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲା […]

ଭୁବନେଶ୍ୱର: ରାଜଧାନୀରୁ ଧରପଡ଼ିଲେ ଆଉ ଜଣେ ରସିକିଆ । ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ। ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଏହି ରସିକିଆ ପ୍ରେମିକ ହେଉଛି ରମ୍ଭା ଅଞ୍ଚଳର ସମୀର ବେଜ୍ । ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଭାରତ ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ଏକାଧିକ ବିବାହ କରିଥିବା ନେଇ ସମୀର ବେଜ୍‌ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲା ଏବଂ ତା’ପରେ ଟଙ୍କା ଓ ସୁନା ଗହଣା ହଡ଼ପ କରୁଥିଲା ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ସୂଚନା ଅନୁଯାୟୀ, ସମୀର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାହାନା କରି ଦିଲ୍ଲୀ ଓ ରାଜସ୍ଥାନ ଯାଉଥିଲା । ସେଠାରେ ମଧ୍ୟ ସେ ଦୁଇଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ରହିଛି । ସ୍ତ୍ରୀ ବାପଘରକୁ ଯିବା ପରେ ଅନ୍ୟ ଯୁବତୀଙ୍କ ସହ ରହୁଥିଲା ସମୀର । ଗତକାଲି ରାତିରେ ସମୀର ଅନ୍ୟ ଜଣେ ମହିଳାଙ୍କ ସହ ରହିଥିବା ଖବର ପାଇ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳରେ ପହଞ୍ଚିଥିଲେ ତାଙ୍କ ସ୍ତ୍ରୀ । ସ୍ତ୍ରୀଙ୍କୁ ଦେଖି ଯୁବତୀଙ୍କୁ ଖସାଇ ଦେଇଥିଲା ଅଭିଯୁକ୍ତ ସମୀର ବେଜ୍ । ପୁଲିସ ପହଞ୍ଚି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ନେଇଛି। ପୂର୍ବରୁ କଟକ ସଦର ଥାନା ଓ ରମ୍ଭା ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

17 Jul 2022 By The Sakala

ରସିକିଆ ସମୀର: ବିବାହ ପରେ ସ୍ତ୍ରୀଙ୍କୁ ଦେଉଥିଲା ନିର୍ଯାତନା, ହଡପ କରୁଥିଲେ ଟଙ୍କା ଓ ସୁନା ଗହଣା

ଭୁବନେଶ୍ୱର: ରାଜଧାନୀରୁ ଧରପଡ଼ିଲେ ଆଉ ଜଣେ ରସିକିଆ । ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ। ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଏହି ରସିକିଆ ପ୍ରେମିକ ହେଉଛି ରମ୍ଭା ଅଞ୍ଚଳର ସମୀର ବେଜ୍ । ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଭାରତ ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ଏକାଧିକ ବିବାହ କରିଥିବା ନେଇ ସମୀର ବେଜ୍‌ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲା ଏବଂ ତା’ପରେ ଟଙ୍କା ଓ ସୁନା ଗହଣା ହଡ଼ପ କରୁଥିଲା ।

ସୂଚନା ଅନୁଯାୟୀ, ସମୀର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାହାନା କରି ଦିଲ୍ଲୀ ଓ ରାଜସ୍ଥାନ ଯାଉଥିଲା । ସେଠାରେ ମଧ୍ୟ ସେ ଦୁଇଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ରହିଛି । ସ୍ତ୍ରୀ ବାପଘରକୁ ଯିବା ପରେ ଅନ୍ୟ ଯୁବତୀଙ୍କ ସହ ରହୁଥିଲା ସମୀର । ଗତକାଲି ରାତିରେ ସମୀର ଅନ୍ୟ ଜଣେ ମହିଳାଙ୍କ ସହ ରହିଥିବା ଖବର ପାଇ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳରେ ପହଞ୍ଚିଥିଲେ ତାଙ୍କ ସ୍ତ୍ରୀ । ସ୍ତ୍ରୀଙ୍କୁ ଦେଖି ଯୁବତୀଙ୍କୁ ଖସାଇ ଦେଇଥିଲା ଅଭିଯୁକ୍ତ ସମୀର ବେଜ୍ । ପୁଲିସ ପହଞ୍ଚି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ନେଇଛି। ପୂର୍ବରୁ କଟକ ସଦର ଥାନା ଓ ରମ୍ଭା ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର