ଗ୍ରୀଷ୍ମ ପ୍ରବାହ: ଆସନ୍ତାକାଲିଠୁ ରାଜ୍ଯର ସମସ୍ତ ସ୍କୁଲ ୫ଦିନ ଯାଏ ଛୁଟି ଘୋଷଣା

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ଯର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ କାଲିଠାରୁ ୫ଦିନ ଯାଏଁ ଛୁଟି ଘୋଷଣା କରାଯାଇଛି। ଅର୍ଥାତ ୩୦ ତାରିଖ ଯାଏ ରାଜ୍ଯର ସମସ୍ତ ସ୍କୁଲ ଛୁଟି ରହିବ।  ମାଟ୍ରିକ ଓ +୨ ପିଲାଙ୍କ ପରୀକ୍ଷା ଚାଲୁ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା […]

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ଯର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ କାଲିଠାରୁ ୫ଦିନ ଯାଏଁ ଛୁଟି ଘୋଷଣା କରାଯାଇଛି। ଅର୍ଥାତ ୩୦ ତାରିଖ ଯାଏ ରାଜ୍ଯର ସମସ୍ତ ସ୍କୁଲ ଛୁଟି ରହିବ।  ମାଟ୍ରିକ ଓ +୨ ପିଲାଙ୍କ ପରୀକ୍ଷା ଚାଲୁ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

25 Apr 2022 By The Sakala

ଗ୍ରୀଷ୍ମ ପ୍ରବାହ: ଆସନ୍ତାକାଲିଠୁ ରାଜ୍ଯର ସମସ୍ତ ସ୍କୁଲ ୫ଦିନ ଯାଏ ଛୁଟି ଘୋଷଣା

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ଯର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ କାଲିଠାରୁ ୫ଦିନ ଯାଏଁ ଛୁଟି ଘୋଷଣା କରାଯାଇଛି। ଅର୍ଥାତ ୩୦ ତାରିଖ ଯାଏ ରାଜ୍ଯର ସମସ୍ତ ସ୍କୁଲ ଛୁଟି ରହିବ।  ମାଟ୍ରିକ ଓ +୨ ପିଲାଙ୍କ ପରୀକ୍ଷା ଚାଲୁ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର