ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା: ସେବାୟତଙ୍କ ଛୁରା ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର

The Sakala Picture
Published On

ଆରଡି: ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ ଘଟାଇଛନ୍ତି।  ସେବାୟତଙ୍କ ଛୁରା ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର ହୋଇଛନ୍ତି।  ଛୁରାମାଡ କରିଥିବା ସେବାୟତ ଜଣକ ଥାନାରେ ଅଟକ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ୨୩ରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ  ଏତଲା ହୋଇଥିଲା।

ଆରଡି: ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ ଘଟାଇଛନ୍ତି।  ସେବାୟତଙ୍କ ଛୁରା ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର ହୋଇଛନ୍ତି।  ଛୁରାମାଡ କରିଥିବା ସେବାୟତ ଜଣକ ଥାନାରେ ଅଟକ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୨୩ରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ  ଏତଲା ହୋଇଥିଲା।

27 Nov 2022 By The Sakala

ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା: ସେବାୟତଙ୍କ ଛୁରା ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର

ଆରଡି: ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ ଘଟାଇଛନ୍ତି।  ସେବାୟତଙ୍କ ଛୁରା ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର ହୋଇଛନ୍ତି।  ଛୁରାମାଡ କରିଥିବା ସେବାୟତ ଜଣକ ଥାନାରେ ଅଟକ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୨୩ରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ  ଏତଲା ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର