ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ

The Sakala Picture
Published On

ପିପିଲି: ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି । Posted by Ajit Mangaraj on Friday, 9 April 2021 ସେ ଲେଖିଛନ୍ତି, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି […]

ପିପିଲି: ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

Posted by Ajit Mangaraj on Friday, 9 April 2021

ଆହୁରି ପଢ଼ନ୍ତୁ: ରାଜଧାନୀରୁ ସେକ୍ସ ରାକେଟ୍‌ ଠାବ: ଆୟୁର୍ବେଦ ଚିକିତ୍ସା ନାମରେ ଚାଲିଥିଲା ସେକ୍ସ ରାକେଟ୍‌

ସେ ଲେଖିଛନ୍ତି, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ସୂଚନା ଅନୁଯାୟୀ,  ଆସନ୍ତା ୧୭ ତାରିଖରେ ପିପିଲି ବିଧାନସଭା ଆସନ ନେଇ ଭୋଟଗ୍ରହଣ ହେବାକୁ ଥିବା ବେଳେ ୧୫ ତାରିଖ ଯାଏଁ ପ୍ରଚାର କରିବେ ପ୍ରାର୍ଥୀ । ନିର୍ବାଚନ ନେଇ ଆହୁରି ୫ ଦିନ ଥିବା ବେଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଅଜିତ୍ ମଙ୍ଗରାଜ । ଏଭଳି ସ୍ଥିତିରେ କଂଗ୍ରେସର ପ୍ରଚାର କାର୍ଯ୍ୟରେ ଏକ ପ୍ରକାର ବ୍ରେକ୍ ଲାଗିବ । ପିପିଲିରେ ପ୍ରଥମରୁ ଅପେକ୍ଷାକୃତ ଦୁର୍ବଳ ଥିବା କଂଗ୍ରେସର ପ୍ରାର୍ଥୀ ସଂକ୍ରମିତ ଚିହ୍ନଟ ହୋଇ ପ୍ରଚାର ରଣାଙ୍ଗନା ଦୂରେଇ ଯିବା ଦଳୀୟ କର୍ମୀଙ୍କୁ ହତୋତ୍ସାହ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।

10 Apr 2021 By The Sakala

ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ

ପିପିଲି: ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି ।

Posted by Ajit Mangaraj on Friday, 9 April 2021

ସେ ଲେଖିଛନ୍ତି, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି ।

ସୂଚନା ଅନୁଯାୟୀ,  ଆସନ୍ତା ୧୭ ତାରିଖରେ ପିପିଲି ବିଧାନସଭା ଆସନ ନେଇ ଭୋଟଗ୍ରହଣ ହେବାକୁ ଥିବା ବେଳେ ୧୫ ତାରିଖ ଯାଏଁ ପ୍ରଚାର କରିବେ ପ୍ରାର୍ଥୀ । ନିର୍ବାଚନ ନେଇ ଆହୁରି ୫ ଦିନ ଥିବା ବେଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଅଜିତ୍ ମଙ୍ଗରାଜ । ଏଭଳି ସ୍ଥିତିରେ କଂଗ୍ରେସର ପ୍ରଚାର କାର୍ଯ୍ୟରେ ଏକ ପ୍ରକାର ବ୍ରେକ୍ ଲାଗିବ । ପିପିଲିରେ ପ୍ରଥମରୁ ଅପେକ୍ଷାକୃତ ଦୁର୍ବଳ ଥିବା କଂଗ୍ରେସର ପ୍ରାର୍ଥୀ ସଂକ୍ରମିତ ଚିହ୍ନଟ ହୋଇ ପ୍ରଚାର ରଣାଙ୍ଗନା ଦୂରେଇ ଯିବା ଦଳୀୟ କର୍ମୀଙ୍କୁ ହତୋତ୍ସାହ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର