ହାଇକୋର୍ଟରେ ଅନୁଭବଙ୍କ ନାଁରେ ଅଦାଲତ ଅବମାନନା ମାମଲା ଦାଏର କଲେ ବର୍ଷା

The Sakala Picture
Published On

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ହାଇକୋର୍ଟରେ ଆଜି ଅନୁଭବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି ବର୍ଷା। କୋର୍ଟଙ୍କ ନିର୍ଦେଶକୁ ଅନୁଭବ ଉଲ୍ଲଙ୍ଘନ କରିଥିବା ବର୍ଷା ଉଲ୍ଲେଖ କରିଛନ୍ତି। କୋର୍ଟଙ୍କ ନିର୍ଦେଶ ଥିବା ସତ୍ତ୍ବେ ସାମାଜିକ ଗଣମାଧ୍ୟମରେ ମତ ରଖିଥିବା ଅଭିଯୋଗ କରିଛନ୍ତି ବର୍ଷା। ସୂଚନା ଅନୁଯାୟୀ, ଜୁଲାଇ ୪ ତାରିଖ ଯାଏଁ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ […]

କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ହାଇକୋର୍ଟରେ ଆଜି ଅନୁଭବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି ବର୍ଷା। କୋର୍ଟଙ୍କ ନିର୍ଦେଶକୁ ଅନୁଭବ ଉଲ୍ଲଙ୍ଘନ କରିଥିବା ବର୍ଷା ଉଲ୍ଲେଖ କରିଛନ୍ତି। କୋର୍ଟଙ୍କ ନିର୍ଦେଶ ଥିବା ସତ୍ତ୍ବେ ସାମାଜିକ ଗଣମାଧ୍ୟମରେ ମତ ରଖିଥିବା ଅଭିଯୋଗ କରିଛନ୍ତି ବର୍ଷା।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ଜୁଲାଇ ୪ ତାରିଖ ଯାଏଁ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଥିଲେ ମାନ୍ୟବର ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନ ଦେବା ସହ ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର