ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଖଇରାରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍

The Sakala Picture
Published On

ଖଇରା: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ଆଜି ପୂର୍ବାହ୍ନରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ସୌମ୍ୟରଞ୍ଜନଙ୍କ ପୈତୃକ ଗାଁ ଖଇରା ଥାନା ଅଧିନସ୍ଥ ବେଗୁନିଆ ଗାଁରେ ପହଞ୍ଚିିିଥିବା ଜଣାପଡିଛି ।କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ସୌମ୍ୟରଞ୍ଜନଙ୍କ ବେଗୁନିଆ ବାସଭବନରେ ପହଞ୍ଚି ତାଙ୍କ ବାପା ଅଭିରାମ, ମାଆ ତୁଳସୀ, ମାମୁଁ ଶୀତିକଣ୍ଠ ପଣ୍ଡା, ବଡ଼ ମାଇଁ ଉର୍ମିଳା ପଣ୍ଡା […]

ଖଇରା: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ଆଜି ପୂର୍ବାହ୍ନରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ସୌମ୍ୟରଞ୍ଜନଙ୍କ ପୈତୃକ ଗାଁ ଖଇରା ଥାନା ଅଧିନସ୍ଥ ବେଗୁନିଆ ଗାଁରେ ପହଞ୍ଚିିିଥିବା ଜଣାପଡିଛି ।କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ସୌମ୍ୟରଞ୍ଜନଙ୍କ ବେଗୁନିଆ ବାସଭବନରେ ପହଞ୍ଚି ତାଙ୍କ ବାପା ଅଭିରାମ, ମାଆ ତୁଳସୀ, ମାମୁଁ ଶୀତିକଣ୍ଠ ପଣ୍ଡା, ବଡ଼ ମାଇଁ ଉର୍ମିଳା ପଣ୍ଡା ଓ ବଡ଼ ଭାଇ ରଞ୍ଜନଙ୍କୁ ଦୀର୍ଘ ସାଢ଼େ ତିନି ଘଣ୍ଟା ପଚରା ଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲେ। ଜେରା ସମୟରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ସୌମ୍ୟ ଫୋନରେ ବାର୍ତ୍ତାଳାପ ସମୟରେ ପରିବାର ଲୋକଙ୍କୁ ଦେଇଥିବା ବିଭିନ୍ନ ସୂଚନା ବିଶେଷ କରି, ବିଦ୍ୟାଭାରତୀ ଓ ଡିଏଫଓ ସହ ସମ୍ପର୍କ ବିଷୟରେ ପ୍ରକାଶ କରିଥିବା ଜଣାପଡିଛି। ଏହି ବୟାନ ରେକର୍ଡ ସମୟରେ ଟିମ ସହ ଖଇରା ଥାନା ପୁଲିସ ମଧ୍ୟ ଉପସ୍ଥିତ ଥିଲା ବୋଲି କୁହାଯାଇଛି। ବେଗୁନିଆରୁ ଏହି ଟିମ ଫେରିବା ପରେ କପ୍ତିପଦାର ଗୌଡ଼ଗାଁକୁ ଯାଇ ବିଦ୍ୟା ଭାରତୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

01 Sep 2021 By The Sakala

ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଖଇରାରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍

ଖଇରା: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ଆଜି ପୂର୍ବାହ୍ନରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ସୌମ୍ୟରଞ୍ଜନଙ୍କ ପୈତୃକ ଗାଁ ଖଇରା ଥାନା ଅଧିନସ୍ଥ ବେଗୁନିଆ ଗାଁରେ ପହଞ୍ଚିିିଥିବା ଜଣାପଡିଛି ।କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ସୌମ୍ୟରଞ୍ଜନଙ୍କ ବେଗୁନିଆ ବାସଭବନରେ ପହଞ୍ଚି ତାଙ୍କ ବାପା ଅଭିରାମ, ମାଆ ତୁଳସୀ, ମାମୁଁ ଶୀତିକଣ୍ଠ ପଣ୍ଡା, ବଡ଼ ମାଇଁ ଉର୍ମିଳା ପଣ୍ଡା ଓ ବଡ଼ ଭାଇ ରଞ୍ଜନଙ୍କୁ ଦୀର୍ଘ ସାଢ଼େ ତିନି ଘଣ୍ଟା ପଚରା ଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲେ। ଜେରା ସମୟରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ସୌମ୍ୟ ଫୋନରେ ବାର୍ତ୍ତାଳାପ ସମୟରେ ପରିବାର ଲୋକଙ୍କୁ ଦେଇଥିବା ବିଭିନ୍ନ ସୂଚନା ବିଶେଷ କରି, ବିଦ୍ୟାଭାରତୀ ଓ ଡିଏଫଓ ସହ ସମ୍ପର୍କ ବିଷୟରେ ପ୍ରକାଶ କରିଥିବା ଜଣାପଡିଛି। ଏହି ବୟାନ ରେକର୍ଡ ସମୟରେ ଟିମ ସହ ଖଇରା ଥାନା ପୁଲିସ ମଧ୍ୟ ଉପସ୍ଥିତ ଥିଲା ବୋଲି କୁହାଯାଇଛି। ବେଗୁନିଆରୁ ଏହି ଟିମ ଫେରିବା ପରେ କପ୍ତିପଦାର ଗୌଡ଼ଗାଁକୁ ଯାଇ ବିଦ୍ୟା ଭାରତୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

https://www.thesakala.in/latest-odisha-news/acf-soumya-ranjans-death-case-2/article-5093
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର