ରକ୍ତର ହୋଲି ଖେଳିଲା ଜେଲ ଫେରନ୍ତା ଅଭିଯୁକ୍ତ, ଦୁଇଜଣଙ୍କୁ ହାଣି ହୋଇଗଲା ଫେରାର

Madhusudan Das Picture
Published On

ଭୁବନେଶ୍ୱର: ବଟି ମାଗିବାକୁ କେନ୍ଦ୍ର କରି ହାଣିଲେ ଜେଲ ଫେରନ୍ତା । ଫୁଲେଶ୍ୱରୀ ବସ୍ତିରେ ବୁଲିଲା ଖଣ୍ଡା । ହାର୍ଡକୋର କ୍ରିମିନାଲ ଦୀପ୍ତିରଞ୍ଜନ ଓରଫ ଚାମ୍ବା ହାଣିଥିବା ଅଭିଯୋଗ । ଦୁଇଦିନ ତଳେ ଜେଲରୁ ଫେରିଥିଲା ଚାମ୍ବା । ଦଫା ୧୧୦ ଅଧୀନରେ ଜେଲରେ ଥିଲା ଚାମ୍ବା । ବିଳମ୍ବିତ ରାତିରେ ବ୍ରାଉନସୁଗର ନିଶାରେ ରକ୍ତର ହୋଲି ଖେଳିଲା ଅଭିଯୁକ୍ତ । ଦୁଇଜଣଙ୍କୁ ହାଣି ଲହୁଲୁହାଣ କଲେ । ଗୁରୁତର ଆହତ ଯୁବକ ଲାଲୁ ମୁର୍ମୁ ଓ ଶିବ ବେହେରା ଏମ୍ସ ହସ୍ପିଟାଲରେ ଭର୍ତ୍ତି । ଥାନାରେ କେସ ହେବା ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ବଟି ଦେବାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ହାଣିଥିବା ନେଇ ଅଭିଯୋଗ ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

14 Nov 2025 By Madhusudan Das

ରକ୍ତର ହୋଲି ଖେଳିଲା ଜେଲ ଫେରନ୍ତା ଅଭିଯୁକ୍ତ, ଦୁଇଜଣଙ୍କୁ ହାଣି ହୋଇଗଲା ଫେରାର

ଭୁବନେଶ୍ୱର: ବଟି ମାଗିବାକୁ କେନ୍ଦ୍ର କରି ହାଣିଲେ ଜେଲ ଫେରନ୍ତା । ଫୁଲେଶ୍ୱରୀ ବସ୍ତିରେ ବୁଲିଲା ଖଣ୍ଡା । ହାର୍ଡକୋର କ୍ରିମିନାଲ ଦୀପ୍ତିରଞ୍ଜନ ଓରଫ ଚାମ୍ବା ହାଣିଥିବା ଅଭିଯୋଗ । ଦୁଇଦିନ ତଳେ ଜେଲରୁ ଫେରିଥିଲା ଚାମ୍ବା । ଦଫା ୧୧୦ ଅଧୀନରେ ଜେଲରେ ଥିଲା ଚାମ୍ବା । ବିଳମ୍ବିତ ରାତିରେ ବ୍ରାଉନସୁଗର ନିଶାରେ ରକ୍ତର ହୋଲି ଖେଳିଲା ଅଭିଯୁକ୍ତ । ଦୁଇଜଣଙ୍କୁ ହାଣି ଲହୁଲୁହାଣ କଲେ । ଗୁରୁତର ଆହତ ଯୁବକ ଲାଲୁ ମୁର୍ମୁ ଓ ଶିବ ବେହେରା ଏମ୍ସ ହସ୍ପିଟାଲରେ ଭର୍ତ୍ତି । ଥାନାରେ କେସ ହେବା ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ବଟି ଦେବାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ହାଣିଥିବା ନେଇ ଅଭିଯୋଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର