ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ମୃତ, ୧ ଗୁରୁତର

The Sakala Picture
Published On

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ହାତୀବାରି ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ କ୍ୟାମ୍ପର ଓ ଟ୍ରକ ଦୁର୍ଘଟଣା ଗସ୍ତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ରବିବାର ମଧ୍ୟ ରାତ୍ର ରେ ଏକ ନିର୍ମାଣକାରୀ ଠିକା ସଂସ୍ଥା କମ୍ପାନୀର ଏକ କ୍ୟାମ୍ପରରେ ଥିବା ୩ କର୍ମଚାରୀ ରାସ୍ତା କାମ ଦେଖୁଥିବା ସମୟରେ ହାତିବାରୀ ପେଟ୍ରୋଲ ପମ୍ପ ନିକଟରେ ଏକ […]

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ହାତୀବାରି ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ କ୍ୟାମ୍ପର ଓ ଟ୍ରକ ଦୁର୍ଘଟଣା ଗସ୍ତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ରବିବାର ମଧ୍ୟ ରାତ୍ର ରେ ଏକ ନିର୍ମାଣକାରୀ ଠିକା ସଂସ୍ଥା କମ୍ପାନୀର ଏକ କ୍ୟାମ୍ପରରେ ଥିବା ୩ କର୍ମଚାରୀ ରାସ୍ତା କାମ ଦେଖୁଥିବା ସମୟରେ ହାତିବାରୀ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ପଛରେ କ୍ୟାମ୍ପରଟି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ କ୍ୟାମ୍ପରରେ ଥିବା ଖିରେଇଟାଙ୍ଗିରି ଗ୍ରାମର ଦିଲ୍ଲୀପ ମହାନ୍ତ(୩୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋପାଳ ମହାନ୍ତ(୩୭) କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ମୃତ୍ୟୁ ଘଟିଛି। ଚିଲିଦା ଗ୍ରାମ ର ଶାନ୍ତନୁ ମହାନ୍ତ (୩୫) ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

14 Jun 2021 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ମୃତ, ୧ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ହାତୀବାରି ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ କ୍ୟାମ୍ପର ଓ ଟ୍ରକ ଦୁର୍ଘଟଣା ଗସ୍ତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ରବିବାର ମଧ୍ୟ ରାତ୍ର ରେ ଏକ ନିର୍ମାଣକାରୀ ଠିକା ସଂସ୍ଥା କମ୍ପାନୀର ଏକ କ୍ୟାମ୍ପରରେ ଥିବା ୩ କର୍ମଚାରୀ ରାସ୍ତା କାମ ଦେଖୁଥିବା ସମୟରେ ହାତିବାରୀ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ପଛରେ କ୍ୟାମ୍ପରଟି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ କ୍ୟାମ୍ପରରେ ଥିବା ଖିରେଇଟାଙ୍ଗିରି ଗ୍ରାମର ଦିଲ୍ଲୀପ ମହାନ୍ତ(୩୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋପାଳ ମହାନ୍ତ(୩୭) କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ମୃତ୍ୟୁ ଘଟିଛି। ଚିଲିଦା ଗ୍ରାମ ର ଶାନ୍ତନୁ ମହାନ୍ତ (୩୫) ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର