ବନ୍ଧୁକ ଧରି ଆହାର କେନ୍ଦ୍ରକୁ ଆସିଥିଲା ଯୁବକ, ଦୌଡ଼ ପଳାଇବାବେଳେ କାବୁ କଲେ ସ୍ଥାନୀୟ ଲୋକେ

Madhusudan Das Picture
Published On

ସୋର: ସୋରରେ ବନ୍ଧୁକ ଆତଙ୍କ । ଆହାର କେନ୍ଦ୍ରରେ ବନ୍ଧୁକ ଧରି ବୁଲିଲା ଯୁବକ । ସୋର ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଜଣେ ଯୁବକ ବନ୍ଧୁକ ଧରି ବୁଲୁଥିଲେ । ଆହାର କର୍ମଚାରୀ ମେଡିକାଲରେ ଥିବା ସୁରକ୍ଷାକର୍ମୀକୁ ଖବର ଦେଇଥିଲେ, ସୁରକ୍ଷାକର୍ମୀଙ୍କୁ ଦେଖିବା ପରେ ଯୁବକ ଜଣକ ଭୟଭୀତ ହୋଇ ପାଚେରୀ ଡେଇଁ ଦୌଡ଼ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ କାବୁ କରିନେଇଥିଲେ । ପରେ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକ ଜଣକୁ ଥାନାକୁ ନେଇଛି । ତେବେ ଯୁବକ ଜଣକ କିଏ ଏବଂ ବନ୍ଧୁକ କେଉଁଠାରୁ ଆଣିଲା ସେ ନେଇ ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

18 Dec 2025 By Madhusudan Das

ବନ୍ଧୁକ ଧରି ଆହାର କେନ୍ଦ୍ରକୁ ଆସିଥିଲା ଯୁବକ, ଦୌଡ଼ ପଳାଇବାବେଳେ କାବୁ କଲେ ସ୍ଥାନୀୟ ଲୋକେ

ସୋର: ସୋରରେ ବନ୍ଧୁକ ଆତଙ୍କ । ଆହାର କେନ୍ଦ୍ରରେ ବନ୍ଧୁକ ଧରି ବୁଲିଲା ଯୁବକ । ସୋର ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଜଣେ ଯୁବକ ବନ୍ଧୁକ ଧରି ବୁଲୁଥିଲେ । ଆହାର କର୍ମଚାରୀ ମେଡିକାଲରେ ଥିବା ସୁରକ୍ଷାକର୍ମୀକୁ ଖବର ଦେଇଥିଲେ, ସୁରକ୍ଷାକର୍ମୀଙ୍କୁ ଦେଖିବା ପରେ ଯୁବକ ଜଣକ ଭୟଭୀତ ହୋଇ ପାଚେରୀ ଡେଇଁ ଦୌଡ଼ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ କାବୁ କରିନେଇଥିଲେ । ପରେ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକ ଜଣକୁ ଥାନାକୁ ନେଇଛି । ତେବେ ଯୁବକ ଜଣକ କିଏ ଏବଂ ବନ୍ଧୁକ କେଉଁଠାରୁ ଆଣିଲା ସେ ନେଇ ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର