ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା ୨ଜଣିଆ କେନ୍ଦ୍ରୀୟ ଟିମ୍

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ୨ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛି। ଏମାନଙ୍କ ଭିତରେ ଅଛନ୍ତି କୋଲକାତାର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ମହାପାତ୍ର । ଡାକ୍ତର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଟିମ୍ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ କୋଭିଡ୍ ସ୍ଥିତି ବାବଦରେ ଆଲୋଚନା କରିବେ । କେନ୍ଦ୍ରୀୟ ଟିମକୁ ବିସ୍ତୃତ ରିପୋର୍ଟ ଦେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟ ସରକାରଙ୍କ ସହ […]

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ୨ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛି। ଏମାନଙ୍କ ଭିତରେ ଅଛନ୍ତି କୋଲକାତାର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ମହାପାତ୍ର । ଡାକ୍ତର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଟିମ୍ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ କୋଭିଡ୍ ସ୍ଥିତି ବାବଦରେ ଆଲୋଚନା କରିବେ । କେନ୍ଦ୍ରୀୟ ଟିମକୁ ବିସ୍ତୃତ ରିପୋର୍ଟ ଦେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ରାଜ୍ୟ ସରକାରଙ୍କ ସହ ଆଲୋଚନା ରରେ କେନ୍ଦ୍ରୀୟ ଟିମ୍ କ୍ଷେତ୍ର ପରିଦର୍ଶନରେ ଯିବା କର୍ଯ୍ଯକ୍ରମ ରହିଛି । ଅଧିକ ସଂକ୍ରମିତ ଜିଲ୍ଲା ଗସ୍ତ କରିପାରନ୍ତି କେନ୍ଦ୍ରୀୟ ଟିମ୍ ।ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାରେ କଣ କଲେ ମୁକାବିଲା କରାଯିବ ସେନେଇ ପରାମର୍ଶ ଦେବ ଟିମ୍ । ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ ସ୍ଥିତି ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨-୩ ହଜାର ଭିତରେ ରହୁଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

05 Jul 2021 By The Sakala

ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା ୨ଜଣିଆ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ୨ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛି। ଏମାନଙ୍କ ଭିତରେ ଅଛନ୍ତି କୋଲକାତାର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ମହାପାତ୍ର । ଡାକ୍ତର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଟିମ୍ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ କୋଭିଡ୍ ସ୍ଥିତି ବାବଦରେ ଆଲୋଚନା କରିବେ । କେନ୍ଦ୍ରୀୟ ଟିମକୁ ବିସ୍ତୃତ ରିପୋର୍ଟ ଦେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟ ସରକାରଙ୍କ ସହ ଆଲୋଚନା ରରେ କେନ୍ଦ୍ରୀୟ ଟିମ୍ କ୍ଷେତ୍ର ପରିଦର୍ଶନରେ ଯିବା କର୍ଯ୍ଯକ୍ରମ ରହିଛି । ଅଧିକ ସଂକ୍ରମିତ ଜିଲ୍ଲା ଗସ୍ତ କରିପାରନ୍ତି କେନ୍ଦ୍ରୀୟ ଟିମ୍ ।ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାରେ କଣ କଲେ ମୁକାବିଲା କରାଯିବ ସେନେଇ ପରାମର୍ଶ ଦେବ ଟିମ୍ । ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ ସ୍ଥିତି ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨-୩ ହଜାର ଭିତରେ ରହୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର