ନଦୀରେ ଗାଧୋଇବା ବେଳେ ଅଘଟଣ, ବଢ଼ି ପାଣିରେ ଭାସିଗଲେ ନାବାଳକ

The Sakala Picture
Published On

ଟାଙ୍ଗି: ନଦୀରେ ଗାଧୋଇବା ବେଳେ ଅଘଟଣ। ବଢ଼ି ପାଣିରେ ଭାସିଗଲେ ନାବାଳକ। ଭାସି ଯାଇଥିବା ନାବାଳକ ହେଉଛନ୍ତି ଟାଙ୍ଗି ଛକଡିପୁ ଗାଁର ବିଜୁ ସାସମଲ। ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିଲେ ବିଜୁ। ୪ ଜଣ ସାଙ୍ଗଙ୍କ ମଧ୍ୟରୁ ବିଜୁ ପ୍ରଥମେ ପାଣିଲେ ପଶିଥିଲେ। ଏହି ସମୟରେ ବିଜୁ ପାଣିର ସୁଅରେ ଭାସି ଯିବାରୁ ଅନ୍ୟମାନେ ପାଣିକୁ ପଶି ନ ଥିଲେ। ତେବେ ବହୁ ଖୋଜା ଖୋଜି ପରେ ମଧ୍ୟ […]

ଟାଙ୍ଗି: ନଦୀରେ ଗାଧୋଇବା ବେଳେ ଅଘଟଣ। ବଢ଼ି ପାଣିରେ ଭାସିଗଲେ ନାବାଳକ। ଭାସି ଯାଇଥିବା ନାବାଳକ ହେଉଛନ୍ତି ଟାଙ୍ଗି ଛକଡିପୁ ଗାଁର ବିଜୁ ସାସମଲ। ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିଲେ ବିଜୁ। ୪ ଜଣ ସାଙ୍ଗଙ୍କ ମଧ୍ୟରୁ ବିଜୁ ପ୍ରଥମେ ପାଣିଲେ ପଶିଥିଲେ। ଏହି ସମୟରେ ବିଜୁ ପାଣିର ସୁଅରେ ଭାସି ଯିବାରୁ ଅନ୍ୟମାନେ ପାଣିକୁ ପଶି ନ ଥିଲେ। ତେବେ ବହୁ ଖୋଜା ଖୋଜି ପରେ ମଧ୍ୟ ଏପର୍ଯ୍ଯନ୍ତ ନାବାଳକର ପତ୍ତା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ମାମଲା: ଭୟଭୀତ ନହେବାକୁ ପରାମର୍ଶ, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର କଡ଼ା ନଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର