ହସ୍ପିଟାଲରେ ଡାକ୍ତରଙ୍କ ଆତ୍ମହତ୍ୟା

The Sakala Picture
Published On

ଭୁବନେଶ୍ୱର: ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହସ୍ପିଟାଲ ଚାମ୍ବର ଭିତରେ ଆତ୍ମହତ୍ୟା କରିଛନ୍ତି ଡାକ୍ତର । କିନ୍ତୁ କାହିଁକି ଓ କେଉଁ କାରଣ ପାଇଁ ଡାକ୍ତର ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ମୁତାବକ ଡାକ୍ତର ଜଣକ ହେଉଛନ୍ତି ଶିଶିର ସାହୁ । ଘଟଣାଟି ଭରତପୁର ଥାନା ଅଞ୍ଚଳରେ ଘଟିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି । ଡାକ୍ତର ଜଣଙ୍କ ମେଡ଼ିସିନ କିମ୍ବା ନିଜ […]

ଭୁବନେଶ୍ୱର: ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହସ୍ପିଟାଲ ଚାମ୍ବର ଭିତରେ ଆତ୍ମହତ୍ୟା କରିଛନ୍ତି ଡାକ୍ତର । କିନ୍ତୁ କାହିଁକି ଓ କେଉଁ କାରଣ ପାଇଁ ଡାକ୍ତର ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ମୁତାବକ ଡାକ୍ତର ଜଣକ ହେଉଛନ୍ତି ଶିଶିର ସାହୁ । ଘଟଣାଟି ଭରତପୁର ଥାନା ଅଞ୍ଚଳରେ ଘଟିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି । ଡାକ୍ତର ଜଣଙ୍କ ମେଡ଼ିସିନ କିମ୍ବା ନିଜ ଦେହରେ ବିଷ ଇଞ୍ଜେକ୍ସନ ଦେଇଥିବା ସନ୍ଧେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର