ରାଜ୍ୟରେ କରୋନା ନେଲା ୪ବର୍ଷ ଶିଶୁର ଜୀବନ

The Sakala Picture
Published On

କୋରାପୁଟ: ରାଜ୍ୟରେ ଆଜି କରୋନା ୩୫ ଜଣଙ୍କ ଜୀବନ ନେଇଥିବା ବେଳେ ଏଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉକ୍ତ ଶିଶୁ ଜଣଙ୍କ ହେଲେ କୋରାପୁଟର ଜିଲ୍ଲାର। ବୟସ ୪ ବର୍ଷ । ରାଜ୍ୟରେ ଦ୍ବିତୀୟ ଲହରୀରେ କରୋନାରେ ମୋଟ ୨ଜଣ ଶିଶୁଙ୍କ ଜୀବନ ଯାଇଛି। ପ୍ରଥମ ମାମଲା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥିଲା ।  ଏଥିରେ ୨ବର୍ଷ ଶିଶୁର ମୃତ୍ୟୁ ଘଟିଥିଲା। ଆଜି କୋରାପୁଟ ଜିଲ୍ଲାରୁ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଏ […]

କୋରାପୁଟ: ରାଜ୍ୟରେ ଆଜି କରୋନା ୩୫ ଜଣଙ୍କ ଜୀବନ ନେଇଥିବା ବେଳେ ଏଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉକ୍ତ ଶିଶୁ ଜଣଙ୍କ ହେଲେ କୋରାପୁଟର ଜିଲ୍ଲାର। ବୟସ ୪ ବର୍ଷ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ରାଜ୍ୟରେ ଦ୍ବିତୀୟ ଲହରୀରେ କରୋନାରେ ମୋଟ ୨ଜଣ ଶିଶୁଙ୍କ ଜୀବନ ଯାଇଛି। ପ୍ରଥମ ମାମଲା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥିଲା ।  ଏଥିରେ ୨ବର୍ଷ ଶିଶୁର ମୃତ୍ୟୁ ଘଟିଥିଲା। ଆଜି କୋରାପୁଟ ଜିଲ୍ଲାରୁ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ବିଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ବିଭିନ୍ନ ରାଜ୍ୟରେ କରୋନାରେ ଶିଶୁ ମୃତ୍ୟୁ ଘଟୁଛି। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସ୍ଥିତି ଭଲ ରହିଛି। ହେଲେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ। ପିତାମାତା ନିଜ ଯତ୍ନ ନେବା ସହ ଶିଶୁଙ୍କୁ କିପରି କରୋନା ବ୍ୟାପିବନି ସେ ଦିଗରେ ପଦକ୍ଷେପ ନେବାକୁ ପଡିବ। ଆହୁରି ଆମକୁ ଯତ୍ନବାନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର