ରାଜ୍ୟରେ ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ଲୋକ ନେଲେଣି ପ୍ରଥମ ଡୋଜ୍ ଟିକା
ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଜୋରଦାର ଚାଲିଛି ଚିକା କରଣ। ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ପ୍ରଥମ ଡୋଜ୍ ନେଇସାରିଛନ୍ତି । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଭିତରୁ ୪୨% ପ୍ରିକସନ ଡୋଜ ନେଇ ସାରିଲେଣି । ରାଜ୍ୟରେ ଏବେ ସୁଦ୍ଧା ୬ କୋଟି ୭୭ ହଜାର ୯୦୭ ଡୋଜ ଟିକାକରଣ ସରିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ
19 Feb 2022
By The Sakala
ରାଜ୍ୟରେ ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ଲୋକ ନେଲେଣି ପ୍ରଥମ ଡୋଜ୍ ଟିକା
ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଜୋରଦାର ଚାଲିଛି ଚିକା କରଣ। ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ପ୍ରଥମ ଡୋଜ୍ ନେଇସାରିଛନ୍ତି । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଭିତରୁ ୪୨% ପ୍ରିକସନ ଡୋଜ ନେଇ ସାରିଲେଣି । ରାଜ୍ୟରେ ଏବେ ସୁଦ୍ଧା ୬ କୋଟି ୭୭ ହଜାର ୯୦୭ ଡୋଜ ଟିକାକରଣ ସରିଛି ।
⊕ https://www.thesakala.in/latest-odisha-news/99-percent-of-people-have-already-received-the-first-dose/article-9372