ସକାଳ-ନନ୍ଦିଘୋଷ କାର୍ଯ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ପାଳିତ

The Sakala Picture
Published On

ଭୁବନେଶ୍ୱର: ଦୈନିକ ସକାଳ- ନନ୍ଦିଘୋଷ ଟିଭି କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ନନ୍ଦିଘୋଷ ଟିଭିର ସିଓଓ ଜବରସିଂ ପାନୱାର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତା କି ଜୟ ଧ୍ୱନୀରେ ସମଗ୍ର ବାତାବରଣ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ସକାଳର ସିଇଓ ସୁବ୍ରତ ଦାସ, ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ଓ ସକାଳର ବାର୍ତ୍ତା ସମ୍ପାଦକ ମହେଶ୍ବର ସାହୁଙ୍କ ସମେତ ‘ସକାଳ’ ଓ […]

ଭୁବନେଶ୍ୱର: ଦୈନିକ ସକାଳ- ନନ୍ଦିଘୋଷ ଟିଭି କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ନନ୍ଦିଘୋଷ ଟିଭିର ସିଓଓ ଜବରସିଂ ପାନୱାର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତା କି ଜୟ ଧ୍ୱନୀରେ ସମଗ୍ର ବାତାବରଣ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ସକାଳର ସିଇଓ ସୁବ୍ରତ ଦାସ, ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ଓ ସକାଳର ବାର୍ତ୍ତା ସମ୍ପାଦକ ମହେଶ୍ବର ସାହୁଙ୍କ ସମେତ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ଅନେକ କର୍ମଚାରୀ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରକାଶକ ଅମିତ ମଲ୍ଲିକ ଆମ ରାଷ୍ଟ୍ର ପାଇଁ ପ୍ରାଣବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ। ସେମାନଙ୍କ ନୀତି ଓ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର