ନନ୍ଦନକାନନରେ ୭ ହିମାଳୟ ଭାଲୁ

The Sakala Picture
Published On

ବାରଙ୍ଗ: ଗତବର୍ଷ ଏପ୍ରିଲରେ ଖୋର୍ଦ୍ଧା ବନଖଣ୍ଡ ରତ୍ନପୁରରୁ ଉଦ୍ଧାର ହୋଇଥିବା ୭ଟି ଦେଶୀ ଭାଲୁ ଛୁଆ ନନ୍ଦନକାନନକୁ ଅଣାଯାଇଥିଲା। ଦୀର୍ଘ ୧୧ମାସ ପରେ ଭାଲୁ ଛୁଆଗୁଡିକ ପ୍ରାପ୍ତବୟସ୍କ ହେବାରୁ ସମସ୍ତ ଭାଲୁ ହିମାଳୟ ଭାଲୁ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଘଟଣା ଜଣାପଡ଼ିବା ପରେ ନନ୍ଦନକାନନରେ ଆନନ୍ଦ ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଡିଏଫ୍ଓ ଅଧୀନସ୍ଥ ରତ୍ନପୁର ବନାଞ୍ଚଳ ପିତା ପଲି ନିକଟରୁ ଗତ ୨୦୨୧ ଏପ୍ରିଲ ୨୨ତାରିଖରେ ୫ଟି ଓ ୨୭ […]

ବାରଙ୍ଗ: ଗତବର୍ଷ ଏପ୍ରିଲରେ ଖୋର୍ଦ୍ଧା ବନଖଣ୍ଡ ରତ୍ନପୁରରୁ ଉଦ୍ଧାର ହୋଇଥିବା ୭ଟି ଦେଶୀ ଭାଲୁ ଛୁଆ ନନ୍ଦନକାନନକୁ ଅଣାଯାଇଥିଲା। ଦୀର୍ଘ ୧୧ମାସ ପରେ ଭାଲୁ ଛୁଆଗୁଡିକ ପ୍ରାପ୍ତବୟସ୍କ ହେବାରୁ ସମସ୍ତ ଭାଲୁ ହିମାଳୟ ଭାଲୁ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଘଟଣା ଜଣାପଡ଼ିବା ପରେ ନନ୍ଦନକାନନରେ ଆନନ୍ଦ ଲହରୀ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଡିଏଫ୍ଓ ଅଧୀନସ୍ଥ ରତ୍ନପୁର ବନାଞ୍ଚଳ ପିତା ପଲି ନିକଟରୁ ଗତ ୨୦୨୧ ଏପ୍ରିଲ ୨୨ତାରିଖରେ ୫ଟି ଓ ୨୭ ତାରିଖରେ ୨ଟି ଭାଲୁକୁ ଉଦ୍ଧାର କରାଯାଇଥିଲା |ପର୍ଯ୍ୟାୟକ୍ରମେ ୭ଟି ଭାଲୁ ଛୁଆଙ୍କୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଭାଲୁ ଆସିବା ଦ୍ବାରା ନନ୍ଦନକାନନରେ ଭାଲୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିଲା । ତହିଁ ମଧ୍ୟରୁ ନନ୍ଦନକାନନରେ ଥିଲେ ୩ଟି ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଆସିଥିବା ଭାଲୁ ୧୩ଟି ଚନ୍ଦକା ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଭାଲୁ ୫ଟି ଖୋର୍ଦ୍ଧା ବନଖଣ୍ଡରୁ ଉଦ୍ଧାର ହୋଇ ଆସିଥିବା ଭାଲୁ ୨ଟି |

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

16 Mar 2022 By The Sakala

ନନ୍ଦନକାନନରେ ୭ ହିମାଳୟ ଭାଲୁ

ବାରଙ୍ଗ: ଗତବର୍ଷ ଏପ୍ରିଲରେ ଖୋର୍ଦ୍ଧା ବନଖଣ୍ଡ ରତ୍ନପୁରରୁ ଉଦ୍ଧାର ହୋଇଥିବା ୭ଟି ଦେଶୀ ଭାଲୁ ଛୁଆ ନନ୍ଦନକାନନକୁ ଅଣାଯାଇଥିଲା। ଦୀର୍ଘ ୧୧ମାସ ପରେ ଭାଲୁ ଛୁଆଗୁଡିକ ପ୍ରାପ୍ତବୟସ୍କ ହେବାରୁ ସମସ୍ତ ଭାଲୁ ହିମାଳୟ ଭାଲୁ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଘଟଣା ଜଣାପଡ଼ିବା ପରେ ନନ୍ଦନକାନନରେ ଆନନ୍ଦ ଲହରୀ ଖେଳିଯାଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଡିଏଫ୍ଓ ଅଧୀନସ୍ଥ ରତ୍ନପୁର ବନାଞ୍ଚଳ ପିତା ପଲି ନିକଟରୁ ଗତ ୨୦୨୧ ଏପ୍ରିଲ ୨୨ତାରିଖରେ ୫ଟି ଓ ୨୭ ତାରିଖରେ ୨ଟି ଭାଲୁକୁ ଉଦ୍ଧାର କରାଯାଇଥିଲା |ପର୍ଯ୍ୟାୟକ୍ରମେ ୭ଟି ଭାଲୁ ଛୁଆଙ୍କୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଭାଲୁ ଆସିବା ଦ୍ବାରା ନନ୍ଦନକାନନରେ ଭାଲୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିଲା । ତହିଁ ମଧ୍ୟରୁ ନନ୍ଦନକାନନରେ ଥିଲେ ୩ଟି ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଆସିଥିବା ଭାଲୁ ୧୩ଟି ଚନ୍ଦକା ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଭାଲୁ ୫ଟି ଖୋର୍ଦ୍ଧା ବନଖଣ୍ଡରୁ ଉଦ୍ଧାର ହୋଇ ଆସିଥିବା ଭାଲୁ ୨ଟି |

https://www.thesakala.in/latest-odisha-news/7-himalayan-bears-in-nandankanan/article-10004
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର