୪୧ ଡ଼ିଗ୍ରୀ ଉପରେ ୭ ସହରର ତାପମାତ୍ରା, ୪୧.୭ ଡିଗ୍ରୀ ସହ ମାଲକାନାଗିରି ସବୁଠୁ ଉତ୍ତପ୍ତ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ୭ ସହରରେ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ସେହିପରି ୪୧.୭ ଡିଗ୍ରୀ ସହ ମାଲକାନାଗିରି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। […]

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ୭ ସହରରେ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ସେହିପରି ୪୧.୭ ଡିଗ୍ରୀ ସହ ମାଲକାନାଗିରି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ଟିଟିଲାଗଡ଼- ୪୧.୫ ଡିଗ୍ରୀ, ବୌଦ୍ଧ -୪୧.୪ ଡିଗ୍ରୀ, ଭବାନୀପାଟଣା -୪୧.୨ ଡିଗ୍ରୀ, ନୟାଗଡ଼, ବଲାଙ୍ଗିର ଏବଂ ତାଳଚେର ୪୧ ଡିଗ୍ରୀ ରେକର୍ଡ କରାଯାଇଛି।  ଅନୁଗୁଳ ୪୦.୭ ଡିଗ୍ରୀ, ଝାରସୁଗୁଡ଼ା ୪୦.୩ ଡିଗ୍ରୀ ସେଲସିୟସ ତାପମାତ୍ରା ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ସେହିପରି ଭୁବନେଶ୍ବର ୩୭.୨ ଡିଗ୍ରୀ ଓ କଟକର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

02 Apr 2024 By The Sakala

୪୧ ଡ଼ିଗ୍ରୀ ଉପରେ ୭ ସହରର ତାପମାତ୍ରା, ୪୧.୭ ଡିଗ୍ରୀ ସହ ମାଲକାନାଗିରି ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ୭ ସହରରେ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ସେହିପରି ୪୧.୭ ଡିଗ୍ରୀ ସହ ମାଲକାନାଗିରି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଟିଟିଲାଗଡ଼- ୪୧.୫ ଡିଗ୍ରୀ, ବୌଦ୍ଧ -୪୧.୪ ଡିଗ୍ରୀ, ଭବାନୀପାଟଣା -୪୧.୨ ଡିଗ୍ରୀ, ନୟାଗଡ଼, ବଲାଙ୍ଗିର ଏବଂ ତାଳଚେର ୪୧ ଡିଗ୍ରୀ ରେକର୍ଡ କରାଯାଇଛି।  ଅନୁଗୁଳ ୪୦.୭ ଡିଗ୍ରୀ, ଝାରସୁଗୁଡ଼ା ୪୦.୩ ଡିଗ୍ରୀ ସେଲସିୟସ ତାପମାତ୍ରା ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଭୁବନେଶ୍ବର ୩୭.୨ ଡିଗ୍ରୀ ଓ କଟକର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର