ନଦୀ ପାର ହେବା ସମୟରେ ସ୍ରୋତରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ

The Sakala Picture
Published On

ବୈପାରୀଗୁଡା: ବୈପାରୀଗୁଡା ଥାନା ଅନ୍ତର୍ଗତ କାଠପଡା ପଂଚାୟତ ଗଞ୍ଜିଆଗୁଡା ଗାଁରେ ଅଘଟଣ l ନଦୀ ପାର ହେବା ସମୟରେ ନଦୀରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ l ସୂଚନା ଅନୁଯାୟୀ, କାଠପଡା ପଂଚାୟତ ଗଞ୍ଜିଆଗୁଡା ଗ୍ରାମର ଲକି ସାଆନ୍ତାଙ୍କ ସ୍ତ୍ରୀ କହେଁଇ ସନ୍ତା ଗାଁ ପାଖ କେନ୍ଦୁପୁଟ ଗାଁକୁ ଯାଇଥିଲେ l କେନ୍ଦୁପୁଟ ଗାଁକୁ ଯିବା ପାଇଁ ମାଙ୍କଡ଼ଯୋଡି ନଦୀ ପାର ହୋଇ ଯିବାକୁ ପଡିଥାଏ l ମାତ୍ର କେନ୍ଦୁପୁଟ ଗାଁକୁ ଯିବାପାଇଁ ଘରୁ ବାହାରି […]

ବୈପାରୀଗୁଡା: ବୈପାରୀଗୁଡା ଥାନା ଅନ୍ତର୍ଗତ କାଠପଡା ପଂଚାୟତ ଗଞ୍ଜିଆଗୁଡା ଗାଁରେ ଅଘଟଣ l ନଦୀ ପାର ହେବା ସମୟରେ ନଦୀରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ l ସୂଚନା ଅନୁଯାୟୀ, କାଠପଡା ପଂଚାୟତ ଗଞ୍ଜିଆଗୁଡା ଗ୍ରାମର ଲକି ସାଆନ୍ତାଙ୍କ ସ୍ତ୍ରୀ କହେଁଇ ସନ୍ତା ଗାଁ ପାଖ କେନ୍ଦୁପୁଟ ଗାଁକୁ ଯାଇଥିଲେ l କେନ୍ଦୁପୁଟ ଗାଁକୁ ଯିବା ପାଇଁ ମାଙ୍କଡ଼ଯୋଡି ନଦୀ ପାର ହୋଇ ଯିବାକୁ ପଡିଥାଏ l ମାତ୍ର କେନ୍ଦୁପୁଟ ଗାଁକୁ ଯିବାପାଇଁ ଘରୁ ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନ ଥିଲେ କହେଁଇ l ତେଣୁ ସକାଳେ ପରିବାର ବର୍ଗ ଖୋଜା ଖୋଜି କରିବାବେଳେ ମାଙ୍କଡ଼ଯୋଡି ନଦୀରେ କହେଁଇଙ୍କ ଶବ ଭାସୁଥିବା ଦେଖିଥିଲେ l ନଦୀ ପାର ହେବା ସମୟରେ ମାଙ୍କଡ଼ଯୋଡି ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ଏନେଇ କହେଁଇଙ୍କ ପୁଅ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ କରିବାପରେ ବୈପାରୀଗୁଡା ପୋଲିସ ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି l

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

08 Aug 2022 By The Sakala

ନଦୀ ପାର ହେବା ସମୟରେ ସ୍ରୋତରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ

ବୈପାରୀଗୁଡା: ବୈପାରୀଗୁଡା ଥାନା ଅନ୍ତର୍ଗତ କାଠପଡା ପଂଚାୟତ ଗଞ୍ଜିଆଗୁଡା ଗାଁରେ ଅଘଟଣ l ନଦୀ ପାର ହେବା ସମୟରେ ନଦୀରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ l ସୂଚନା ଅନୁଯାୟୀ, କାଠପଡା ପଂଚାୟତ ଗଞ୍ଜିଆଗୁଡା ଗ୍ରାମର ଲକି ସାଆନ୍ତାଙ୍କ ସ୍ତ୍ରୀ କହେଁଇ ସନ୍ତା ଗାଁ ପାଖ କେନ୍ଦୁପୁଟ ଗାଁକୁ ଯାଇଥିଲେ l କେନ୍ଦୁପୁଟ ଗାଁକୁ ଯିବା ପାଇଁ ମାଙ୍କଡ଼ଯୋଡି ନଦୀ ପାର ହୋଇ ଯିବାକୁ ପଡିଥାଏ l ମାତ୍ର କେନ୍ଦୁପୁଟ ଗାଁକୁ ଯିବାପାଇଁ ଘରୁ ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନ ଥିଲେ କହେଁଇ l ତେଣୁ ସକାଳେ ପରିବାର ବର୍ଗ ଖୋଜା ଖୋଜି କରିବାବେଳେ ମାଙ୍କଡ଼ଯୋଡି ନଦୀରେ କହେଁଇଙ୍କ ଶବ ଭାସୁଥିବା ଦେଖିଥିଲେ l ନଦୀ ପାର ହେବା ସମୟରେ ମାଙ୍କଡ଼ଯୋଡି ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ଏନେଇ କହେଁଇଙ୍କ ପୁଅ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ କରିବାପରେ ବୈପାରୀଗୁଡା ପୋଲିସ ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି l

https://www.thesakala.in/latest-odisha-news/60-year-old-woman-died-while-crossing-the-river/article-13975
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର