ଖୋର୍ଦ୍ଧା ଜିଲ୍ଲାରେ ୫ଟି ସଚିବଙ୍କ ଦ୍ବିତୀୟ ଦିନ: ମୁଖ୍ୟମନ୍ତ୍ରୀ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଅନ୍ତି, ସରକାର କାମକୁ ନିଜ କାମ ଭାବି କାର୍ଯ୍ୟ କରନ୍ତୁ
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୫ଟି ସଚିବଙ୍କ ଦ୍ବିତୀୟ ଦିନ। ଚାଲିିଛି ବିକାଶ କାମର ସମୀକ୍ଷା । ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶୃତି ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଏହି କ୍ରମରେ ଦ୍ବିତୀୟ ଦିନରେ ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖୁଦୁପୁରର ଖେଳ ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ ୫ଟିସଚିବ। ପୁଷ୍ପ ବର୍ଷା ଓ ହୁଳହୁଳିରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ପଡିଆରେ ପହଞ୍ଚି ସମସ୍ତଙ୍କ ପାଖକୁ ଯାଇ ହାତ […]
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୫ଟି ସଚିବଙ୍କ ଦ୍ବିତୀୟ ଦିନ। ଚାଲିିଛି ବିକାଶ କାମର ସମୀକ୍ଷା । ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶୃତି ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଏହି କ୍ରମରେ ଦ୍ବିତୀୟ ଦିନରେ ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖୁଦୁପୁରର ଖେଳ ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ ୫ଟିସଚିବ। ପୁଷ୍ପ ବର୍ଷା ଓ ହୁଳହୁଳିରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ପଡିଆରେ ପହଞ୍ଚି ସମସ୍ତଙ୍କ ପାଖକୁ ଯାଇ ହାତ ମିଶାଇ ସେଲ୍ଫି ବି ନେଇଥିଲେ। ମହିଳା ମାନେ ସଚିବଙ୍କୁ ରାକ୍ଷୀ ପିନ୍ଧାଇ ମଙ୍ଗଳ ମନାସିଥିଲେ। ଛୋଟ ପିଲାଙ୍କୁ ଦେଖି ଅଟକିଯାଇ ଚକୋଲେଟ୍ ଦେଇଥିଲେ ୫ଟି ସଚିବ।
ସେ ତାଙ୍କର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। ବହୁତ ସମୟ ଧରି ଅପେକ୍ଷା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛନ୍ତି ବୋଲି ୫ଟି ସଚିବ କହିଥିଲେ। ବହୁତ ଦରଖାସ୍ତ ପାଇଛି। ଚାଷୀ ମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ। ଜାଗା ମିଶନରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି ଜଗନ୍ନାଥ ଜମି ସମସ୍ୟା ଉପରେ ପଦକ୍ଷେପ ନେବେ। ଆପଣ ଖୁସି ଖବର ପାଇବେ। ଜମି ପଟ୍ଟା ପାଇବେ। ଭଲ କାମ କରନ୍ତୁ। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ସାତ ଦିନ ମାନେ ୩୧ ତାରିଖ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ। ଠିକ ଭାବେ ଟଙ୍କା ଖର୍ଚ୍ଚ କରନ୍ତୁ। ଆହୁରି କିସ୍ତି ପାଇବେ। ୭ ଲକ୍ଷ ଟଙ୍କା ମିଳିଲେ, ୧୦ ଲକ୍ଷର ମନ୍ଦିର କାମ କରନ୍ତୁ। ମୁଖ୍ୟମନ୍ତ୍ରୀ ଖୁସି ହେବେ। ନ ହେଲେ ଆଉ କିସ୍ତି ଦେବେନି। ପିଇବା ପାଣି ସମସ୍ୟା ପାଇଁ ଜିଲ୍ଲାପାଳ ସେମାନଙ୍କ ଫୋନ ନମ୍ବର ନେବେ। କାଲି ସକାଳେ ଯନ୍ତ୍ରୀ ସେମାନଙ୍କ ଘରକୁ ଯିବେ। ବାକି ସବୁ ଦରଖାସ୍ତ ଦେଖାଯିବ। ମାସେ ପରେ ସରକାରଙ୍କ ପାଖରୁ ଚିଠି ପାଇବେ। ସମାଧାନ ନ ହୋଇଥିଲେ ବି ଚିଠିରେ କାରଣ ଜଣାଯିବ ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ୍ କହିଥିଲେ।
BSKY, ମିଶନ ଶକ୍ତି, ଚାଷୀ ବୀମା ପ୍ରିମିଅମ, ସ୍କୁଲ କଲେଜର 5T ରୂପାନ୍ତର ନେଇ ବୁଝାଇଥିଲେ। ଜୋରଦାର କାମ କରନ୍ତୁ। ସମସ୍ତଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କୁ କହିଥିଲେ। ଖୋର୍ଦ୍ଧା ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ 5T ରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି। ଜଟଣୀ ସହରରେ ମୁକ୍ତା ଯୋଜନାରେ ମିଶନ ଶକ୍ତି ମାଆ କାମ କରି ଲାଭ ପାଇବେ। ଜଟଣୀବାସୀ ଭଲ କାମ କରନ୍ତୁ ବୋଲି ୫ଟି ସଚିବ କହିଥିଲେ। ଇଏ ସମସ୍ତ ଟଙ୍କା ଓଡ଼ିଶା ବାସୀଙ୍କ ଟଙ୍କା, ସମସ୍ତେ ସ୍ବଚ୍ଛତାର ସହ ଖର୍ଚ୍ଚ କରନ୍ତୁ। ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଦୁଇ ଦିନ ଭିତରେ ଆପଣଙ୍କ ପିଇବା ପାଣି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିବ। ସମସ୍ତ ଦରଖାସ୍ତର ଉତ୍ତର ମାସକ ଭିତରେ ପାଇବେ। ଖୋର୍ଦ୍ଧା ଜିଲ୍ଲାରେ ୪୦୦୦୦ହଜାର ଚାଷୀ କୃଷି ବୀମାରେ ସାମିଲ ହୋଇଛନ୍ତି। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ ଚାଷୀ ଋଣ ଦିଆଯାଉଛି। ମିଶନ ଶକ୍ତି ମାଆ ମାନଙ୍କ ଭଲ ଅଛନ୍ତି ବୋଲି ପଚାରିଥିଲେ। ଓଡ଼ିଶା ଆଗୁଆ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କଲାବେଳେ ମହିଳା ମାନଙ୍କ ସଶକ୍ତିକରଣ ରୋଜଗାର ପାଇଁ ୨୦୦୧ମସିହାରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ ୭୦ଲକ୍ଷ ମହିଳା ସାମିଲ ହୋଇଛନ୍ତି।
ଅବ୍ୟବହୃତ ସରକାରୀ ଘରକୁ ମିଶନ ଶକ୍ତିକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଯୋଜନାରେ ମିଶନ ଶକ୍ତିକୁ ସାମିଲ କରିଛନ୍ତି। ମହିଳାମାନେ ରୋଜଗାର କଲେ ପରିବାର ଉନ୍ନତି ହେବ। ପରିବାର ଉନ୍ନତି ହେଲେ ରାଜ୍ୟ ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଅନ୍ତି। ସରକାର କାମକୁ ନିଜ କାମ ବୋଲି ଭାବି କାର୍ଯ୍ୟ କରନ୍ତୁ।
ପ୍ରଥମ ସମସ୍ୟା ଜମି । ୨୦୦୭ରୁ -୨୦୧୧ ପର୍ଯ୍ୟନ୍ତ ଗଞ୍ଜାମର ଜିଲ୍ଲାପାଳ ଥିଲି। ଖାସ୍ ମହଲ ଜମି ଜଗନ୍ନାଥ ଜମିର ସମସ୍ତ ଜମି ଉପରେ ଖୁସି ଖବର ମିଳିବ। ଆପଣଙ୍କ ଚିନ୍ତା ମୋ ଚିନ୍ତା ବୋଲି ସଚିବ କହିଥିଲେ। ମାର୍କେଟ କମପ୍ଲେକ୍ସ ଖୁବଶୀଘ୍ର ମିଳିବ । ଖୋର୍ଦ୍ଧା ଜଟଣୀ ପିପିଲି ରାସ୍ତା ୨୧କୋଟି ଟଙ୍କା ଓ ଡେଲାଙ୍ଗ ରାସ୍ତା ୩୦କୋଟି ଟଙ୍କାର ଫ୍ଲାଏ ଓଭର ବ୍ରିଜ ଉଦଘାଟନ ହେବ । ଜଟଣୀ ଖୋର୍ଦ୍ଧା ବେଗୁନିଆ ବ୍ଲକରେ ପିଇବା ପାଣି ପାଇ ୨୩୦କୋଟି ଟଙ୍କା ଖର୍ଚ୍ଚ ହେବ
ଯୁବ ପିଢୀଙ୍କ ପାଇଁ ଜଟଣୀରେ ୯କୋଟି ଟଙ୍କାରେ ଷ୍ଟାଡିୟମ୍ ହେଉଛି ବୋଲି କହିଥିଲେ।