ପୌର ନିର୍ବାଚନ: ଭୋଟ ଦେଲେ ୫ଟି ସଚିବ ଭିକେ ପାଣ୍ଡିଆନ, ଧାଡିରେ ଛିଡା ହୋଇଥିବା ମହିଳାଙ୍କୁ ପ୍ରଥମେ ମତଦାନ ପାଇଁ ଦେଲେ ସୁଯୋଗ

The Sakala Picture
Published On

ଭୁବନେଶ୍ବର: ସକାଳ ୮ ଟାରୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ। ନେତା ବାଛୁଛନ୍ତି ସହରବାସୀ । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତସାବ୍ୟସ୍ତ କରିଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମଧ୍ୟ ମତଦାନ କରିଛନ୍ତି । ଏହି ପାଣ୍ଡିଆନ ଦମ୍ପତି ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ […]

ଭୁବନେଶ୍ବର: ସକାଳ ୮ ଟାରୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ। ନେତା ବାଛୁଛନ୍ତି ସହରବାସୀ । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତସାବ୍ୟସ୍ତ କରିଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମଧ୍ୟ ମତଦାନ କରିଛନ୍ତି । ଏହି ପାଣ୍ଡିଆନ ଦମ୍ପତି ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ୪୮୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ସେମାନେ ସାଧାରଣ ଭୋଟରଙ୍କ ସହ ଧାଡିରେ ଛିଡା ହୋଇ ନିଜର ମତଦାନ କରିଥିବାର ଦେଖାଯାଇଛି । ୫-ଟି ସଚିବ ଭିକେ ପାଣ୍ଡିଆନ ଧାଡିରେ ଛିଡାହୋଇଥିବା ମହିଳାଙ୍କୁ ପ୍ରଥମେ ମତଦାନ ପାଇଁ ସୁଯୋଗ ଦେଇଥିଲେ। ଧାଡିରେ ଛିଡୋ ହୋଇ ନଜି ପାଳି ପଡିବା ଯାଏଁ ଅପେକ୍ଷା କରି ମତଦାନ କରିଥିଲେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

24 Mar 2022 By The Sakala

ପୌର ନିର୍ବାଚନ: ଭୋଟ ଦେଲେ ୫ଟି ସଚିବ ଭିକେ ପାଣ୍ଡିଆନ, ଧାଡିରେ ଛିଡା ହୋଇଥିବା ମହିଳାଙ୍କୁ ପ୍ରଥମେ ମତଦାନ ପାଇଁ ଦେଲେ ସୁଯୋଗ

ଭୁବନେଶ୍ବର: ସକାଳ ୮ ଟାରୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ। ନେତା ବାଛୁଛନ୍ତି ସହରବାସୀ । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତସାବ୍ୟସ୍ତ କରିଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମଧ୍ୟ ମତଦାନ କରିଛନ୍ତି । ଏହି ପାଣ୍ଡିଆନ ଦମ୍ପତି ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ୪୮୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ସେମାନେ ସାଧାରଣ ଭୋଟରଙ୍କ ସହ ଧାଡିରେ ଛିଡା ହୋଇ ନିଜର ମତଦାନ କରିଥିବାର ଦେଖାଯାଇଛି । ୫-ଟି ସଚିବ ଭିକେ ପାଣ୍ଡିଆନ ଧାଡିରେ ଛିଡାହୋଇଥିବା ମହିଳାଙ୍କୁ ପ୍ରଥମେ ମତଦାନ ପାଇଁ ସୁଯୋଗ ଦେଇଥିଲେ। ଧାଡିରେ ଛିଡୋ ହୋଇ ନଜି ପାଳି ପଡିବା ଯାଏଁ ଅପେକ୍ଷା କରି ମତଦାନ କରିଥିଲେ।

https://www.thesakala.in/latest-odisha-news/5t-secretary-vk-pandian-cast-his-vote/article-10200
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର