ଛାତ୍ରଛାତ୍ରୀଙ୍କୁ ୫ଟି ସଚିବଙ୍କ ସଫଳତାର ମନ୍ତ୍ର: ପ୍ରତିଦିନ ୧୫ ମିନିଟ୍ ଯୋଗ କରିବାକୁ ଦେଲେ ପରାମର୍ଶ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗିର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ରାଜେନ୍ଦ୍ର ୟୁନିଭରସିଟି ପ୍ଲେ ଗ୍ରାଉଣ୍ଡରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ୫ଟି ସ୍କୁଲ କେମିତି ଲାଗୁଛି ବୋଲି ପିଲାଙ୍କୁ ପଚାରିଥିଲେ । ସ୍କୁଲରେ ସ୍ମାର୍ଟ କ୍ଲାସ୍ କେମିତି ଲାଗୁଛି। କେମିତି ପାଠ ପଢା ଚାଲିଛି ବୋଲି ପଚାରିଥିଲେ ପାଣ୍ଡିଆନ । ଏଥିସହ ମୁଖ୍ୟମନ୍ତ୍ରୀ କଲେଜର ଉନ୍ନତିକରଣ ପାଇଁ ୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଡିସେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ କଲେଜ ଫାଇଭ-ଟିରେ ରୂପାନ୍ତରିତ […]

ବଲାଙ୍ଗୀର: ବଲାଙ୍ଗିର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ରାଜେନ୍ଦ୍ର ୟୁନିଭରସିଟି ପ୍ଲେ ଗ୍ରାଉଣ୍ଡରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ୫ଟି ସ୍କୁଲ କେମିତି ଲାଗୁଛି ବୋଲି ପିଲାଙ୍କୁ ପଚାରିଥିଲେ । ସ୍କୁଲରେ ସ୍ମାର୍ଟ କ୍ଲାସ୍ କେମିତି ଲାଗୁଛି। କେମିତି ପାଠ ପଢା ଚାଲିଛି ବୋଲି ପଚାରିଥିଲେ ପାଣ୍ଡିଆନ । ଏଥିସହ ମୁଖ୍ୟମନ୍ତ୍ରୀ କଲେଜର ଉନ୍ନତିକରଣ ପାଇଁ ୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଡିସେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ କଲେଜ ଫାଇଭ-ଟିରେ ରୂପାନ୍ତରିତ ହେବ । ୯୭ଟି କଲେଜ ପାଇଁ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ୬ ମାସ ଭିତରେ ବଦଳିଯିବ ସମସ୍ତ କଲେଜର ଚିତ୍ର ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ସରକାରୀ କଲେଜ ବେସରକାରୀ କଲେଜକୁ ଟପିବ ବୋଲି ପାଣ୍ଡିଆନ କହିଛନ୍ତି । ପାଠ ପଢା ସହିତ ଖେଳକୁଦ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ କଲେ ମନରେ ଶାନ୍ତି ସହ ପାଠ ପଡ଼ିବା ଆଗ୍ରହ ଲାଗେ । ୧୫ ମିନିଟ୍ ଯୋଗକଲେ ଆପଣଙ୍କର ମେମୋରି ପାଓ୍ବାର ବଢିବ । ୬ ମାସ ପରେ ଆପଣ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିବ । ଆତ୍ମବିଶ୍ୱାସ ଆପଣମାନଙ୍କୁ ବହୁ ଉପରକୁ ନେବ ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

ନିଜେ ଫିଟ୍ ରହିଲେ ଆପେ ଆପେ ଆତ୍ମବିଶ୍ୱାସ ବଢିବ ବୋଲି ପାଣ୍ଡିଆନ୍ କହିଥିଲେ । ସ୍ୱପ୍ନ ଥିଲେ ତାହା ନିଶ୍ଚୟ ପୁରା ହୋଇ ପାରିବ । ସ୍ୱପ୍ନ ସବୁବେଳେ ବଡ ହେବା ଦରକାର । ବାପା ମାଙ୍କ ସ୍ଵପ୍ନ ପୁରଣ୍ କରିବା ପାଇଁ ତୁମମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ପ୍ରତିଦିନ ୨୦ କିଲୋମିଟର ଯାତ୍ରା କରି ସ୍କୁଲ ଯାଉଥିଲି ବୋଲି ପାଣ୍ଡିଆନ୍ କହିଥିଲେ ଓ ସରକାରୀ ସ୍କୁଲରେ ପାଠ ପଢି ପିଜି ଟପ୍ପର ହୋଇଥିଲି, ଶେଷରେ ଆଇଏଏସ ହୋଇପାରିଲି ବୋଲି ଫାଇଭ-ଟି ସଚିବ କହିଥିଲେ ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

06 Aug 2023 By The Sakala

ଛାତ୍ରଛାତ୍ରୀଙ୍କୁ ୫ଟି ସଚିବଙ୍କ ସଫଳତାର ମନ୍ତ୍ର: ପ୍ରତିଦିନ ୧୫ ମିନିଟ୍ ଯୋଗ କରିବାକୁ ଦେଲେ ପରାମର୍ଶ

ବଲାଙ୍ଗୀର: ବଲାଙ୍ଗିର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ରାଜେନ୍ଦ୍ର ୟୁନିଭରସିଟି ପ୍ଲେ ଗ୍ରାଉଣ୍ଡରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ୫ଟି ସ୍କୁଲ କେମିତି ଲାଗୁଛି ବୋଲି ପିଲାଙ୍କୁ ପଚାରିଥିଲେ । ସ୍କୁଲରେ ସ୍ମାର୍ଟ କ୍ଲାସ୍ କେମିତି ଲାଗୁଛି। କେମିତି ପାଠ ପଢା ଚାଲିଛି ବୋଲି ପଚାରିଥିଲେ ପାଣ୍ଡିଆନ । ଏଥିସହ ମୁଖ୍ୟମନ୍ତ୍ରୀ କଲେଜର ଉନ୍ନତିକରଣ ପାଇଁ ୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଡିସେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ କଲେଜ ଫାଇଭ-ଟିରେ ରୂପାନ୍ତରିତ ହେବ । ୯୭ଟି କଲେଜ ପାଇଁ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ୬ ମାସ ଭିତରେ ବଦଳିଯିବ ସମସ୍ତ କଲେଜର ଚିତ୍ର ।

ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ସରକାରୀ କଲେଜ ବେସରକାରୀ କଲେଜକୁ ଟପିବ ବୋଲି ପାଣ୍ଡିଆନ କହିଛନ୍ତି । ପାଠ ପଢା ସହିତ ଖେଳକୁଦ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ କଲେ ମନରେ ଶାନ୍ତି ସହ ପାଠ ପଡ଼ିବା ଆଗ୍ରହ ଲାଗେ । ୧୫ ମିନିଟ୍ ଯୋଗକଲେ ଆପଣଙ୍କର ମେମୋରି ପାଓ୍ବାର ବଢିବ । ୬ ମାସ ପରେ ଆପଣ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିବ । ଆତ୍ମବିଶ୍ୱାସ ଆପଣମାନଙ୍କୁ ବହୁ ଉପରକୁ ନେବ ।

ନିଜେ ଫିଟ୍ ରହିଲେ ଆପେ ଆପେ ଆତ୍ମବିଶ୍ୱାସ ବଢିବ ବୋଲି ପାଣ୍ଡିଆନ୍ କହିଥିଲେ । ସ୍ୱପ୍ନ ଥିଲେ ତାହା ନିଶ୍ଚୟ ପୁରା ହୋଇ ପାରିବ । ସ୍ୱପ୍ନ ସବୁବେଳେ ବଡ ହେବା ଦରକାର । ବାପା ମାଙ୍କ ସ୍ଵପ୍ନ ପୁରଣ୍ କରିବା ପାଇଁ ତୁମମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ପ୍ରତିଦିନ ୨୦ କିଲୋମିଟର ଯାତ୍ରା କରି ସ୍କୁଲ ଯାଉଥିଲି ବୋଲି ପାଣ୍ଡିଆନ୍ କହିଥିଲେ ଓ ସରକାରୀ ସ୍କୁଲରେ ପାଠ ପଢି ପିଜି ଟପ୍ପର ହୋଇଥିଲି, ଶେଷରେ ଆଇଏଏସ ହୋଇପାରିଲି ବୋଲି ଫାଇଭ-ଟି ସଚିବ କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର