ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ କଳାହାଣ୍ଡି ଗସ୍ତରେ ୫-ଟି ସଚିବ

The Sakala Picture
Published On

କଳାହାଣ୍ଡି: ଗ୍ରାଉଣ୍ଡ ଜିରୋରେ ବିକାଶମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲା ପରେ ଜିଲ୍ଲା ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ତଦାରଖ କରୁଛନ୍ତି । ଏହି କ୍ରମରେ ଶୁକ୍ରବାର ଶ୍ରୀ ପାଣ୍ଡିଆନ୍ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବିଭିନ୍ନ ବିଭାଗର ସଚିବମାନେ ଗ୍ରସ୍ତ କରିଛନ୍ତି । ଉତକେଲା ଏୟାର ଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରେ […]

କଳାହାଣ୍ଡି: ଗ୍ରାଉଣ୍ଡ ଜିରୋରେ ବିକାଶମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲା ପରେ ଜିଲ୍ଲା ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ତଦାରଖ କରୁଛନ୍ତି । ଏହି କ୍ରମରେ ଶୁକ୍ରବାର ଶ୍ରୀ ପାଣ୍ଡିଆନ୍ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବିଭିନ୍ନ ବିଭାଗର ସଚିବମାନେ ଗ୍ରସ୍ତ କରିଛନ୍ତି । ଉତକେଲା ଏୟାର ଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରେ ଉଡାନ୍ ଯୋଜନାର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ନୂତନ ମେଡିକାଲ କଲେଜରେ ତଦାରଖ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ତଦାରଖ । ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରିବା ସହିତ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ କେତେ ବାଟ ଆଗେଇଛି ସେ ସମ୍ପର୍କରେ ଆଲୋଚନା କରିବେ । ୫ଟି ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମିଶନ ଶକ୍ତି ନିର୍ଦ୍ଦେଶିକା ଶାଳିନି ପଣ୍ଡିତ୍, ପୂର୍ତ୍ତ ସଚିବ କ୍ରିଷନ କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା ମଧ୍ୟ ଗ୍ରସ୍ତରେ ସାମିଲ ହୋଇଛନ୍ତି । ଗତ ୨୮ ତାରିଖରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ ଫାଇଭ୍ ଟି ସଚିବ । ମେଗା ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା ସହ ସ୍ମାର୍ଟ କ୍ଲାସରୁମ୍ ଓ ଇ-ଲାଇବ୍ରେରୀର ସମୀକ୍ଷା କରିଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

31 Jul 2021 By The Sakala

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ କଳାହାଣ୍ଡି ଗସ୍ତରେ ୫-ଟି ସଚିବ

କଳାହାଣ୍ଡି: ଗ୍ରାଉଣ୍ଡ ଜିରୋରେ ବିକାଶମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲା ପରେ ଜିଲ୍ଲା ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ତଦାରଖ କରୁଛନ୍ତି । ଏହି କ୍ରମରେ ଶୁକ୍ରବାର ଶ୍ରୀ ପାଣ୍ଡିଆନ୍ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବିଭିନ୍ନ ବିଭାଗର ସଚିବମାନେ ଗ୍ରସ୍ତ କରିଛନ୍ତି । ଉତକେଲା ଏୟାର ଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରେ ଉଡାନ୍ ଯୋଜନାର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ନୂତନ ମେଡିକାଲ କଲେଜରେ ତଦାରଖ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ତଦାରଖ । ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରିବା ସହିତ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ କେତେ ବାଟ ଆଗେଇଛି ସେ ସମ୍ପର୍କରେ ଆଲୋଚନା କରିବେ । ୫ଟି ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମିଶନ ଶକ୍ତି ନିର୍ଦ୍ଦେଶିକା ଶାଳିନି ପଣ୍ଡିତ୍, ପୂର୍ତ୍ତ ସଚିବ କ୍ରିଷନ କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା ମଧ୍ୟ ଗ୍ରସ୍ତରେ ସାମିଲ ହୋଇଛନ୍ତି । ଗତ ୨୮ ତାରିଖରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ ଫାଇଭ୍ ଟି ସଚିବ । ମେଗା ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା ସହ ସ୍ମାର୍ଟ କ୍ଲାସରୁମ୍ ଓ ଇ-ଲାଇବ୍ରେରୀର ସମୀକ୍ଷା କରିଥିଲେ ।

https://www.thesakala.in/latest-odisha-news/5t-secretary-visited-kalahandi-to-review-various-development-projects/article-4245
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର