ଆଜି ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରି ଏହାର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ

The Sakala Picture
Published On

ରାଉରକେଲା: ଆଜି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରିବେ । ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ ଫାଇଭ ଟି ସଚିବ। ଗତକାଲି ରାତିରେ ନବୀକୃତ ରାଉରକେଲା ପାନ୍ଥନିବାସ ଗସ୍ତ କରି ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ । ଏହା ସହ ସହରର ଟ୍ରାଫିକ ଛକରେ ଥିବା ସେନସୋରୀ ପାର୍କ ଗସ୍ତ କରିବା ସହ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ […]

ରାଉରକେଲା: ଆଜି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରିବେ । ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ ଫାଇଭ ଟି ସଚିବ। ଗତକାଲି ରାତିରେ ନବୀକୃତ ରାଉରକେଲା ପାନ୍ଥନିବାସ ଗସ୍ତ କରି ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଏହା ସହ ସହରର ଟ୍ରାଫିକ ଛକରେ ଥିବା ସେନସୋରୀ ପାର୍କ ଗସ୍ତ କରିବା ସହ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରି ଏହାର ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିବେ । ଶଙ୍ଖ ନଦୀ, କୋଏଲ ନଦୀ, ଓ ସରସ୍ବତୀ କୁଣ୍ଡର ମିଳନ ସ୍ଥଳରୁ ବ୍ରାହ୍ମଣୀର ଉତ୍ପନ୍ନ ହୋଇଥିବାବେଳେ ଏହା ତ୍ରିବେଣୀ ସଂଗମ ଭାବେ ପରଚିତି ଲାଭ କରିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର